ମୁକ୍ତାପସିରେ ରଥଯାତ୍ରା

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପସିରେ ରଥ ଯାତ୍ରା ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟୁଆ ଓ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ରଥ ଟାଣିଥିଲେ । ଏଠାରେ ଗୋଟିଏ ରଥରେ ତିନି ଠାକୁର ଅନ୍ୟାନ୍ୟ ଦେବା ଦେବୀ ବିରାଜମାନ ହୋଇଥିଲେ । ଏହି ରଥ ମନ୍ଦିରରୁ ବାହାରି ଗାଁ ପରିକ୍ରମା କରି ମାଉସୀ ମା ମନ୍ଦିରକୁ ଯାଇଥିଲା ।


ସେୟାର କରନ୍ତୁ