ହାସ୍ୟ ଅଭିନେତା ପପୁ ପମପମ ଗୁରୁତର, ଚିକିତ୍ସା ଲାଗି ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଗଲେ

ସେୟାର କରନ୍ତୁଭୁବନେଶ୍ୱର: ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ ଅସୁସ୍ଥ ଅନୁଭବ କରିବାରୁ ଆଜି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଅସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅହୁରି ବିଗିଡିବାରୁ ଉନ୍ନତଧରଣର ଚିକିତ୍ସା ଲାଗି ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି । ପପୁଙ୍କୁ ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯାଇଛି । ସେଠାରେ ପହଞ୍ଚିଲା ପରେ ତାଙ୍କର ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଛି । ପାନକ୍ରିୟା ଜନିତ … Continue reading ହାସ୍ୟ ଅଭିନେତା ପପୁ ପମପମ ଗୁରୁତର, ଚିକିତ୍ସା ଲାଗି ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଗଲେ