ରାଜ୍ୟରେ ସୁସ୍ଥ ହେଲେ 1800 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 273838 ରାଜ୍ୟ October 30, 2020October 30, 2020 Truthink ସେୟାର କରନ୍ତୁ ଭୁବନେଶ୍ୱର : ଆଜି ରାଜ୍ୟରେ 1800 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 273838ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । Another 1800 Covid patients have recovered and are being discharged on 30.10.2020233 from Khordha148 from Cuttack100 from Nuapada94 from Mayurbhanj81 from Anugul76 from Sundargarh74 from Keonjhar72 from Baleswar69 from Puri66 from Jajapur65 from Bargarh— H & FW Dept Odisha (@HFWOdisha) October 30, 2020 12 from Rayagada8 from Deogarh7 from Gajapati6 from Boudh48 from State PoolThe total recovered cases of Odisha now stand at 273838— H & FW Dept Odisha (@HFWOdisha) October 30, 2020 ସେୟାର କରନ୍ତୁ