ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଆତ୍ମସମୀକ୍ଷାରେ ସମୟ ବିତିବ । ପାରିବାରିକ କ୍ଷେତ୍ରରେ ଉନ୍ନତମାନର ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ । ବନ୍ଧୁଙ୍କ ସଦ୍-ଭାବ କିମ୍ବା ସହକର୍ମୀମାନଙ୍କ ସହ-ଯୋଗ ପାଇବେ ନାହିଁ ।

ବୃଷ: ଉନ୍ନତିର ନୂଆ ମାର୍ଗ ଖୋଲିବ । ବେପାର ବୃତ୍ତିରେ ଚାହୁଁ ଥିବା ସଫଳତା ପାଇ ପାଇବେ । ସ୍ବାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ସଦ୍-ଭାବ ଆପଣଙ୍କୁ ପ୍ରଭାବିତ କରିବ । ବ୍ୟବସାୟରେ ଉଚିତ ଲାଭ ପାଇବେ।

ମିଥୁନ: ବ୍ୟବସାୟରେ ଉଚିତ ଲାଭ ପାଇବେ। ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ନିଜ କଥା ଅନ୍ୟମାନଙ୍କୁ ଜଣାଇବାରେ ସଫଳ ହେବେ । ପ୍ରେମ ସମ୍ବନ୍ଧ ସୁଖଦ ରହିବ।

କର୍କଟ: ମନର ସ୍ଥିରତା ନ ରହିବା ହେତୁ କାମଗୁଡିକ ଅସମ୍ପୂର୍ଣ୍ଣ ରହିଯିବ । ଖାସ୍ କାମରେ ବାଧା ଉପୁଜିପାରେ । ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ । ଛାତ୍ରୀମାନେ ପାଠରେ ମନୋନିବେଶ କରିବେ ।

ସି˚ହ: ଅନ୍ୟମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ମିଳିବ । ଦୂରସ୍ଥାନକୁ ଯାତ୍ରାରେ ଯିବେ । ପ୍ରେମ ସମ୍ବନ୍ଧ ସୁଖଦ ରହିବ। ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି ।

କନ୍ୟା: ସ୍ବାସ୍ଥ୍ୟ ଭଲ ରହିବ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି । ପ୍ରେମ ସମ୍ବନ୍ଧ ସୁଖଦ ରହିବ । ଛାତ୍ରୀମାନେ ପାଠରେ ମନୋନିବେଶ କରିବେ । ପରିବାର ସହିତ ମିଶିବା ହେତୁ ଖୁସି ରହିବେ ।

ତୁଳା: ସୁପରିଣାମ ସଦୃଶ ଯେକୌଣସି ପ୍ରତିରୋଧକୁ ଏଡାଇ ଯାଇ କାମ ହାସଲରେ ସମର୍ଥ ହେବେ । ବ୍ୟବସାୟରେ ଉଚିତ ଲାଭ ପାଇବେ । ରାଜନୀତିରେ ସଫଳତା ପାଇବେ।

ବିଛା: ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ ତଥାପି କାମ ଅଟକି ରହିବ ନାହିଁ । ଯାନ୍ତ୍ରୀକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତି ହେବାରେ ବିଳମ୍ବ ଘଟିବ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ ।

ଧନୁ: ବେପାର ବୃତ୍ତିରେ ଚାହୁଁ ଥିବା ସଫଳତା ପାଇ ପାଇବେ । ପରିବାରରେ ଖୁସି ବଜାୟ ରହିବ । ରାଜନୀତିରେ ସଫଳତା ପାଇବେ । ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ ।ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।

ମକର: ଆପଣଙ୍କର ବୀରତ୍ବକୁ ବଳ ମିଳିବ । ସବୁ କାମରେ ସଫଳ ହେବେ । ଆର୍ଥିକ ସ୍ଥିତି ସୁଧୁରିବ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ । ସ୍ବାସ୍ଥ୍ୟ ଭଲ ରହିବ ।

କୁମ୍ଭ: ସୁପରିଣାମ ସଦୃଶ ଯେକୌଣସି ପ୍ରତିରୋଧକୁ ଏଡାଇ ଯାଇ କାମ ହାସଲରେ ସମର୍ଥ ହେବେ । ବ୍ୟବସାୟରେ ଉଚିତ ଲାଭ ପାଇବେ । ରାଜନୀତିରେ ସଫଳତା ପାଇବେ।

ମୀନ: କୌଣସି କାମରେ ମନର ସ୍ଥିରତା ନ ରହିବା ହେତୁ କାମଗୁଡିକ ଅସମ୍ପୂର୍ଣ୍ଣ ରହିଯିବ । କର୍ମକ୍ଷେତ୍ରରେ କାଳକ୍ଷେପଣ ନୀତିରେ କେତେକ କାମକୁ ଅବହେଳା କରି ସମାଲୋଚିତ ହେବାକୁ ପଡିବ ।


ସେୟାର କରନ୍ତୁ