ଅଖିଳେଶ ଯାଦବ Archives - Truthink

କୃଷି କାନୁନ ବିରୁଦ୍ଧରେ ସପାର ‘କିସାନ-ଘେରା’, ଅଖିଳେଶ କହିଲେ- ବିଜେପି କରିଅଛି ବଡ ଛଳ
ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଆଜି ଦିଲ୍ଲୀର ସୀମାରେ କ୍ୟାମ୍ପ କରିଥିବା କୃଷକମାନଙ୍କର ପ୍ରଦର୍ଶନ 31 ତମ ଦିନରେ ପହଞ୍ଚିଛି । ବିରୋଧୀ ଦଳଗୁଡିକ ଚାଷୀଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଲଗାତାର ଆକ୍ରମଣ କରୁଛନ୍ତି । ୟୁପିରେ ମଧ୍ୟ ବିରୋଧୀ ଦଳଗୁଡିକ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହି ସଂପର୍କରେ ଆଜି ଏସପି ସାରା ରାଜ୍ୟରେ ‘କିସାନ ଘେରା’ କାର୍ଯ୍ୟକ୍ରମ କରୁଅଛି । ଏହି କାର୍ଯ୍ୟକ୍ରମରେ ଜାଗା ଜାଗା ବୁଲି ଏସପି କାର୍ଯ୍ୟକର୍ତ୍ତାମାନେ କୃଷକଙ୍କ ସହ ଆଲୋଚନା କରି ବିଜେପିକୁ ଟାର୍ଗେଟ କରିଥିଲେ ।

आज प्रदेश भर में काले कृषि क़ानूनों के विरोध में सपा द्वारा आयोजित ‘किसान-घेरा’ कार्यक्रम में लाखों किसानों ने भागीदारी कर जता दिया है कि भाजपा लाख झूठ बोले पर वो समझ गये हैं कि कृषि-क़ानून एक बड़ा छलावा हैं।

कार्यक्रम को सफल बनाने के लिए सपा के हर नेता एवं कार्यकर्ता को बधाई! pic.twitter.com/Hin7ZsCPYi
— Akhilesh Yadav (@yadavakhilesh) December 26, 2020

ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଏସପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏସପି କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ସେ ବିଜେପିରେ ମଧ୍ୟ ଆଡେ ହାତରେ ନେଇଛନ୍ତି । ଅଖିଳେଶ ଟ୍ୱିଟ୍ କରି କହିଛନ୍ତି ଯେ “ଆଜି ସାରା ରାଜ୍ୟରେ କଳା କୃଷି କାନୁନ ବିରୋଧରେ ସପା ଦ୍ୱାରା ଆୟୋଜିତ ‘କିସାନ-ଘେରା’ କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ କୃଷକମାନେ ଅଂଶଗ୍ରହଣ କରି ଯତାଇଦେଇ ଅଛନ୍ତି କି ଭାଜପା ଲକ୍ଷେ ମିଛ କହୁ ପଛେ ସେମାନେ ବୁଝି ଗଲେଣି କି କୃଷି କାନୁନ ଏକ ବଡ଼ ଛଳ ଅଟେ । କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ପ୍ରତ୍ୟେକ ଏସପି ନେତା ତଥା କର୍ମୀଙ୍କୁ ଅଭିନନ୍ଦନ । “

The post କୃଷି କାନୁନ ବିରୁଦ୍ଧରେ ସପାର ‘କିସାନ-ଘେରା’, ଅଖିଳେଶ କହିଲେ- ବିଜେପି କରିଅଛି ବଡ ଛଳ appeared first on Truthink.