ଅନନ୍ୟା ପାଣ୍ଡେ Archives - Truthink

‘ପତି ପତ୍ନୀ ଔର ଵୋ’ର ଦ୍ୱିତୀୟ ଦିନରେ ଭଲ ଆୟ
ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟାନ୍, ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ପତି ପତ୍ନୀ ଔର ୱୋ ବକ୍ସ ଅଫିସରେ ଧମାଲ କରୁଛି । ଏହି ତିନି ଷ୍ଟାରଙ୍କ ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନରେ ଧମାକାଦାର ଓପନିଙ୍ଗ କରିବା ସହ ଦ୍ଵିତୀୟ ଦିନରେ ମଧ୍ୟ ଫିଲ୍ମଟି ଭଲ କଲେକ୍ସନ କରିଅଛି ।

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର କଲେକ୍ସନକୁ ନେଇ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ଫିଲ୍ମଟି ଦ୍ଵିତୀୟ ଦିନରେ 12.33 କୋଟିର ଭଲ ବିଜନେସ୍ କରିଛି । ଏହି ଦୁଇ ଦିନର ବ୍ୟବସାୟକୁ ମିଶାଇ ‘ପତି ପତ୍ନୀ ଔର ଵୋ’ ମୋଟ 21.43 କୋଟି ଆୟ କରି ସାରିଛି ।

ସେଠି ବଜେଟ୍ କଥା ଦେଖିବାକୁ ଗଲେ କିଛି ରିପୋଟର ମାନଙ୍କ ମୁତାବିକ ଫିଲ୍ମର ସମୁଦାୟ ବଜେଟ୍ 30 କୋଟି ରହିଛି । ଫିଲ୍ମର ଓପ୍ନିଗ ଵିକେଣ୍ଡ ଦେଖିବାତ କହିବା ଗଲତ ହେବନାହିଁ କି ଏହି ଫିଲ୍ମଟି ବହୁତ ଜଲ୍ଦି ନିଜର ପଇସା ବାହାର କରିବାରେ କାମିୟାବ ହେବ ।

#PatiPatniAurWoh hits the bull’s eye… Witnesses all-round growth on Day 2… Wins over youngistaan as well as family audience, metros as well as mass markets… Eyes ₹ 36 cr [+/-] total in its *opening weekend*… Fri 9.10 cr, Sat 12.33 cr. Total: ₹ 21.43 cr. India biz.
— taran adarsh (@taran_adarsh) December 8, 2019

ଫିଲ୍ମ ପ୍ରଥମ ଦିନରେ 9.10 କୋଟିର ବ୍ୟବସାୟ କରିଥିଲା । ଏହା ସାଥିରେ କାର୍ତ୍ତିକ ଆର୍ଯ୍ୟାନଙ୍କର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ଅଟେ । ଫିଲ୍ମରେ କାର୍ତ୍ତିକ, ଚିଣ୍ଟୁ ତ୍ୟାଗୀ ଭୂମିକାରେ ଅଛନ୍ତି । ଭୂମି ପେଡେନକର କାର୍ତ୍ତିକଙ୍କ ପତ୍ନୀ ଏବଂ ଅନନ୍ୟା ପାଣ୍ଡେ ଅଫିସ୍ ସେକ୍ରେଟାରୀ ଭୂମିକାରେ ଅଛନ୍ତି ।

ମୁଡ଼ଶର ଅଜିଜ ନିର୍ଦେଶିତ ‘ପତି ପତ୍ନୀ ଔର ଵୋ’ । 1978ରେ ଆସିଥିବା ସଂଜୀବ କପୁର,ବିଦ୍ୟା ସିଂନ୍ହ। ଏବଂ ରଂଜିତା କୌରଙ୍କର ‘ପତି ପତ୍ନୀ ଔର ଵୋ’ର ରିମେକ ।ଡିରେକ୍ଟର ଏହି ଫିଲ୍ମରେ ମଡ଼ର୍ନ କନସେପ୍ଟ ସହ ଭରପୁର ମସ୍ତି ଏବଂ ମନୋରଂଜନର ଡୋଜ ଦେଇଛନ୍ତି ।

The post ‘ପତି ପତ୍ନୀ ଔର ଵୋ’ର ଦ୍ୱିତୀୟ ଦିନରେ ଭଲ ଆୟ appeared first on Truthink.