ଅଭିଜିତ ମୁଖାର୍ଜୀ Archives - Truthink

ଆଜି ମମତାଙ୍କ TMCରେ ମିଶି ପାରନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ
କୋଲକାତା : ପଶ୍ଚିମବଙ୍ଗରେ ପୁଣି ଥରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ ଶାସନକୁ ଆସିବା ପରେ ବିପକ୍ଷର ଅନେକ ନେତା ଟିଏମସିର ହାତ ଧରିଛନ୍ତି । ନିକଟରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ଦଳକୁ ଫେରିଥିଲେ । ବର୍ତ୍ତମାନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା କଂଗ୍ରେସର ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ ମଧ୍ୟ ଟିଏମସିରେ ଯୋଗ ଦେଇପାରନ୍ତି । ସୂଚନାନୁସାରେ, ଅଭିଜିତ୍ ଆଜି ଅପରାହ୍ନ 4 ଟାରେ ବରିଷ୍ଠ ଟିଏମସି ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗଦେବେ ।

ସୂତ୍ର ଅନୁଯାୟୀ ଅଭିଜିତ୍ ମୁଖାର୍ଜୀ ଅତୀତରେ ଟିଏମସିର ବରିଷ୍ଠ ନେତାଙ୍କୁ ଭେଟିଥିଲେ । ଏମିତି ଅଟକଳ କରାଯାଉଛି କି ଟିଏମସି ଅଭିଜିତ ମୁଖାର୍ଜୀଙ୍କୁ ଜାଙ୍ଗିପୁର ବିଧାନସଭା ଆସନ ଦେଇପାରେ । ଉଲ୍ଲେଖ ଥାଉ କି ନିକଟରେ ଅଭିଜିତ ବାନାର୍ଜୀ ନକଲି ଟିକା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ ।

If Didi @MamataOfficial is to be blamed personally for a fake vaccination camp by an impersonating IAS Officer #DebanjanDeb , then surely ModiJi is to blamed for all the scams by Nirav Modi ,Vijay Mallya , Mehul Choksi etc.
So no point blaming the Govt of WB for an individual act
— Abhijit Mukherjee (@ABHIJIT_LS) June 25, 2021

ଅଭିଜିତ୍ ମୁଖାର୍ଜୀ ଟ୍ୱିଟରରେ ଲେଖିଥିଲେ ଯେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଭୁଲ କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଏବଂ ମମତା ବାନାର୍ଜୀଙ୍କୁ ଦାୟୀ କରିବା ଠିକ୍ ନୁହେଁ । ଯଦି ଏହା ହେଉଛି, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ମେହୁଲ ଚୋକସି, ନୀରବ ମୋଦୀ ଏବଂ ବିଜୟ ମାଲ୍ୟାଙ୍କ ସହ ଜଡିତ ମାମଲା ପାଇଁ ଦାୟୀ କରାଯାଇପାରିବ । ବଡ଼ କଥା ଏହା ହେଉଛି କି ବେଙ୍ଗଲ କଂଗ୍ରେସର ଅଧକ୍ଷ ଅଧୀର ରଞ୍ଜନ ଚୌଧୁରୀ ଏହି ମାମଲା ଉପରେ ମମତାଙ୍କ ଉପରେ ଜବାବ ମାଗିଥିଲେ ।

ରାଜନୀତିରେ ଯୋଗଦେବା ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ ବଡ ପୁଅ ଅଭିଜିତ ମୁଖାର୍ଜୀ ସରକାରୀ ସେବାରେ ଥିଲେ । ରାଷ୍ଟ୍ରପତି ହେବା ପରେ ପ୍ରଣବ ମୁଖାର୍ଜୀଙ୍କ ଖାଲି ପଡ଼ିଥିବା ପଶ୍ଚିମବଙ୍ଗର ଜଙ୍ଗିପୁର ଲୋକସଭା ଆସନରୁ 2012 ରେ ଅଭିଜିତ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ​​ବିଜୟୀ ହୋଇଥିଲେ । ସେ ପୁଣିଥରେ 2014 ଲୋକସଭା ନିର୍ବାଚନରେ ​​ଜଙ୍ଗିପୁରରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । କିନ୍ତୁ 2019 ଲୋକସଭା ନିର୍ବାଚନରେ ​​ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । 2004 ଏବଂ 2009 ରେ ଜଙ୍ଗିପୁରରୁ ପ୍ରଣବ ମୁଖାର୍ଜୀ ଦୁଇଥର ନିର୍ବାଚିତ ହୋଇଥିଲେ ।

The post ଆଜି ମମତାଙ୍କ TMCରେ ମିଶି ପାରନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ appeared first on Truthink.