ଅର୍ଚ୍ଚନା ପୁହାଣ Archives - Truthink

ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଅର୍ଚ୍ଚନା ପୁହାଣ
ଢେଙ୍କାନାଳ : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଏହି ପଦବୀ ପାଇଁ ନିର୍ବାଚନ ହୋଇସାରିଛି । ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଗଁନ୍ଦିଆ-3ନମ୍ବର ଜୋନ ତଥା ଜିଲ୍ଲାର ଜୋନ ନଂ 12ରୁ ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇ ଅର୍ଚ୍ଚନା ପୁହାଣ ଅପ୍ରତିଦ୍ବନ୍ଦୀ ଅଧ୍ୟକ୍ଷ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଯାହା ଫଳରେ ଢେଙ୍କାନାଳ ଜିଲ୍ଲା ପରିଷଦକୁ ବିଜେଡି ଦଳ ଅକ୍ତିଆର କରିଅଛି ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲାର ମୋଟ 27ଟି ଜିଲ୍ଲା ପରିଷଦ ଜୋନରୁ ବିଜେପି ମାତ୍ର ଗୋଟିଏ ଆସନ ପାଇ ଥିବାବେଳେ ଅନ୍ୟ ସମସ୍ତ 26ଟି ଆସନରେ ବିଜେଡିର ଦଳୀୟ ପ୍ରାର୍ଥୀ ବିଜୟୀ ହୋଇ ଅଧ୍ୟକ୍ଷ ପଦବୀ ଦାଖଲ ପାଇଁ ପୂର୍ବରୁ ସୁନିଶ୍ଚିତ କରି ସାରିଥିଲେ ।

ତେବେ ନୂଆ ଅଧ୍ୟକ୍ଷାଙ୍କ କହିବା ଅନୁଯାୟୀ, ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ତଥା ଜିଲ୍ଲାର ବିଧାୟକ ଓ ସାଂସଦ ତଥା ଭୋଟରଙ୍କୁ କୃତଜ୍ଞତା ଜଣାଇ ଆଗାମୀ ଦିନରେ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ନିଜକୁ ସାମିଲ କରି ଜିଲ୍ଲାର ଉନ୍ନତି ଦିଗରେ ଚେଷ୍ଟିତ ରହିବେ ବୋଲି ପ୍ରକାଶ କରିଛନ୍ତି ।

The post ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଅର୍ଚ୍ଚନା ପୁହାଣ appeared first on Truthink.