ଅର୍ଜୁନ କପୁର Archives - Truthink

‘ପାନିପତ’କୁ ନେଇ ବିରୋଧ,cm ଅଶୋକ ଗେହଲୋତ କହିଲେ ମେକର୍ସ ରଖନ୍ତୁ ସମାଜର ଭାବନାତ୍ମକ ଧ୍ୟାନ
ମୁମ୍ବାଇ : ବଲିଉଡ଼ ଆକ୍ଟର ଅର୍ଜୁନ କପୁର,ସଞ୍ଜୟ ଦତ୍ତ ଏବଂ କୃତି ସେନନ ଷ୍ଟାରର ଫିଲ୍ମ ‘ପାନିପତ’କୁ ନେଇ ଘମାସନ ସୁରୁ ହୋଇଯାଇଛି । ଫିଲ୍ମରେ କିଛି ବିଶେଷ ଭୂମିକାର    ଭୁଲ ଛବି ଦେଖେଇବାକୁ ନେଇ ଵିରୋଧ ହେଉଛି ଓ ଏବେ ଏଥିରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମଧ୍ୟ ଜୁଡ଼ି ଯାଇଛନ୍ତି । ଗେହଲୋତ କହିଛନ୍ତି କି ଫିଲ୍ମ ବନାଉଥିବା ଲୋକ ସମାଜର ଭାବନାର ଖିଆଲ ରଖିବା ଉଚିତ ।

ସେ କହିଲେ କି  ‘ପାନିପତ’କୁ ନେଇ ଲୋକମାନଙ୍କର ଵିରୋଧ ଅଛି ଏବଂ ଏହାକୁ ଆଖି ଆଗରେ ରଖି ଆମ୍ଭେ ଡିସଟ୍ରିବୁଟର୍ସ ସାଥିରେ କଥା ହେଉଛୁ । ଗୃହ ସଚିବ ଏବଂ ଅନ୍ୟ ଅଧିକାରୀ ମାନେ ଡିସଟ୍ରିବୁଟର୍ସ ଓ ଫିଲ୍ମ ନିର୍ମାତାଙ୍କ ସହିତ କଥା ହେଉଛନ୍ତି ଏବଂ ଆମ୍ଭେମାନେ ଏହାର ଥିବା ରାସ୍ତାକୁ ବାହାର କରୁଅଛୁ ।

ଗେହଲୋତ କହିଲେ କି,’ଆମର କୋସିସ ଏଇଆ କି ତାହାର ରିସ୍ତେକୁ ହଟାଇ କରି ଫିଲ୍ମ ଦ୍ୱିତୀୟ ବାର ରିଲିଜ ହେଉ । ଆର୍ଟ ଆଣ୍ଡ କଲଚରକୁ ନେଇ କାହାର ବିରୋଧ ନାହିଁ କିନ୍ତୁ ଫିଲ୍ମରେ ଲୋକ ମାନଙ୍କର ଭାବନାର ଖିଆଲ ରଖିବାକୁ ପଡିବ ।’

ଭରତ ପୁରର ପୂର୍ବ ମହାରାଜା ଏବଂ ପର୍ଯ୍ୟଟନ ମନ୍ତ୍ରୀ ବି ବିକ୍ଷିନ୍ଦ୍ରୀ ସିଂହ  ‘ପାନିପତ’ ଫିଲ୍ମରେ ଜାଟ ମହାରାଜ ସୁରଜ ମଲଙ୍କ ଚରିତ୍ରକୁ ନେଇ ନିଜର ବିରୋଧ ଦର୍ଜ କରିଛନ୍ତି । ଏହି ମାମଲାରେ ରାଜସ୍ଥାନର ଜାଟ ସମୁଦାୟ ଆନ୍ଦୋଳନର ଧମକୀ ଦେଇଛନ୍ତି । ରାଜସ୍ଥାନର ବିଜେପି ପ୍ରଦେଶ ଅଧକ୍ଷ୍ୟ ସତୀଶ ପୁନିଆ ଫିଲ୍ମରେ ମହାରାଜ ସୁରଜ ମଲଙ୍କ ଭୂମିକାକୁ    ନେଇ ନିଜର ବିରୋଧ କରିବା ସହ ଏହାକୁ ଠିକ କରିବା ପାଇଁ ମାଙ୍ଗ କରିଛନ୍ତି ।

ଭରତ ପୁରର ପୂର୍ବ ମହାରାଜା ଏବଂ ପର୍ଯ୍ୟଟନ ମନ୍ତ୍ରୀ ବି ବିକ୍ଷିନ୍ଦ୍ରୀ ସିଂହ ପ୍ରେସ ରିଲିଜ ଜାରି କରି କହିଲେ କି ଏଇତିହାସିକ ତଥ୍ୟ ଉପରେ ଛେଡ ଛାଡ଼ କରି ଭରତ ପୁରର ମହାରାଜ ସୁରଜମଲ ଜାଟ ଜେସି ମହାନ ପୁରୁଷଙ୍କର ଚିତ୍ରଣ ‘ପାନିପତ’ ଫିଲ୍ମକୁ ବହୁତ ଗଲତ ତରିକାରେ କରାଯାଇଅଛି ।

ସେ କହିଲେ, ‘ମୁଁ ମହାରାଜ ସୁରଜମଲ ଜାଟଙ୍କ 14ବି  ପିଢ଼ିରୁ ଆସୁଛି । ବାସ୍ତବିକତା ଏହା କି ପେଶୱା ଓ ମରାଠା ଯେବେ ପାନିପଥ ଯୁଦ୍ଧ ହରି କରି ଲେଉଟୁଥିଲେ ତେବେ ମହାରାଜ ସୁରଜମଲଏବଂ ମହାରାଣୀ କିଶୋରୀ ଛ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ ମରାଠା ସେନା ଏବଂ ପେଶୱା ମାନଙ୍କୁ ନିଜର ଏଇଠି ଜାଗା ଦେଇଥିଲେ ।’

The post ‘ପାନିପତ’କୁ ନେଇ ବିରୋଧ,cm ଅଶୋକ ଗେହଲୋତ କହିଲେ ମେକର୍ସ ରଖନ୍ତୁ ସମାଜର ଭାବନାତ୍ମକ ଧ୍ୟାନ appeared first on Truthink.