କୋଣାର୍କ ମହୋତ୍ସବ Archives - Truthink

କୋଣାର୍କ ମହୋତ୍ସବ : ଦ୍ୱିତୀୟ ସନ୍ଧ୍ୟାରେ ମୁଗ୍ଧ କଲା ମଣିପୁରୀ ଓ ଓଡିଶୀ ନୃତ୍ୟ
କୋଣାର୍କ : କୋଣାର୍କ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟଶିଳ୍ପୀଙ୍କ ମଣିପୁରୀ ଓ ଓଡ଼ିଶୀ ଦର୍ଶକଙ୍କ ମନମୋହିଥିବା ଦେଖିବାକୁ ମିଳିଥିଲା । ରମ୍ୟ କଳାର କମନୀୟ ପ୍ରକାଶ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚର ଏହି ସନ୍ଧ୍ୟା ଥିଲା ବେଶ ଆକଷର୍ଣୀୟ । ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଇମ୍ଫାଲର ଏଲ. ଉପେନ୍ଦ୍ର ଶର୍ମା ଓ ସାଥୀ କଳାକାର ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ । ଦ୍ୱିତୀୟ ଚରଣରେ କଟକର ମୀରା ଦାସ ଓ ସାଥୀ କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଶୁକ୍ରବାର ଦିନ କୋଣାର୍କ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ହାଇକୋର୍ଟର ବିଚାରପତି ଯଶୱନ୍ତ ସିଂ, ନେପାଳ ରାଷ୍ଟ୍ରଦୁତ ଶଙ୍କର ପ୍ରସାଦ ଶର୍ମା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ବିଶାଲ ସିଂ, ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଯାଦବ ଓ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଏସ. କେ ଦାଶ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ ।

ଦ୍ବିତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ନାଜିଆ ଆଲମ ପରିଚାଳନା କରିଥିଲେ । ଉତ୍ସବକୁ ଡ. ସଂଗୀତା ଗୋସାଇଁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ନିଗମ, ଓଡ଼ିଶା ସଂଗୀତ ନାଟକ ଏକାଡେମିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

The post କୋଣାର୍କ ମହୋତ୍ସବ : ଦ୍ୱିତୀୟ ସନ୍ଧ୍ୟାରେ ମୁଗ୍ଧ କଲା ମଣିପୁରୀ ଓ ଓଡିଶୀ ନୃତ୍ୟ appeared first on Truthink.