ଖୁରୀଭଙ୍ଗା ଗ୍ରାମ Archives - Truthink

ବାପା, ମା ଛେଉଣ୍ଡ ତିନି ଅନାଥ ଶିଶୁଙ୍କ ଲୁହ ଭରା କୋହ, ପର ଘର ଭାତ ଲୁଣରେ ବିତୁଛି ଜୀବନ
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର କଙ୍କଡ଼ାହାଡ଼ ବ୍ଲକ ଆଦିବାସୀ ଅଧୁଷିତ ଅଂଚଳ ବାଲିକୁମା ପଂଚାୟତ  ଖୁରୀଭଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏପରି ହୃଦୟ ବିଦାରକ  ଦୃଶ୍ୟ । ଖୁରୀଭଙ୍ଗା ଗ୍ରାମର ଦିନମଜୁରିଆ ଭାବେ କାମ କରି ପରିବାର ଚଳାଉଥିବା ବାପା ମିଲୁ ବେହେରା ଛମାସ ହେଲା, ଓ ମା ନାଣ୍ଡି ବେହେରା ଏକ ବର୍ଷ ପୂର୍ବରୁ ଅଜଣା ରୋଗରେ ଆରପାରିକୁ ଚାଲି ଯାଇଥିବା ବେଳେ, ନିଃସହାୟ ଅବସ୍ଥାରେ ରହିଗଲେ ତିନିଜଣ ନିରୀହ ବାପା ମା ଛେଉଣ୍ଡ  କୁନି କୁନି ଶିଶୁ ।

ବଡ଼ଝିଅ ନଦିନୀ(14 ବର୍ଷ ), ପୁଅ ଅର୍ଜୁନ (11ବର୍ଷ ), ସାନ ଝିଅ ସୁକାନ୍ତି (7 ବର୍ଷ ) ବାପା ମା ଚାଲିଗଲା ପରେ ଦୁଃଖର ଦରିଆରେ ପାର କରିବାକୁ ବଡ଼ଝିଅ ଉପରେ ରହିଲା ପରିବାରର ଅଳି ଅର୍ଦଳୀ ବୋଝ । ଏମାନଙ୍କ ରହିବା ପାଇଁ ଘର କଥା ନକହିବା ଭଲ, ସରକାରଙ୍କ ପାଖରୁ ଦଶ କିଲୋ ଚାଉଳ ମିଳୁଥିବା ବେଳେ ସାରା ମାସ ଯାଉନଥିବା ହେତୁ, ଦିନେ ପଖାଳ ପିଆଜ ଲୁଣରେ ଦିନ କାଟୁଥିଲା ବେଳେ ନନ୍ଦିନୀ ଦିନେ ଦିନେ ଉପବାସ ରହି ଛୋଟ ଭାଇ ଭଉଣୀ ମାନଙ୍କ ମୁହଁରେ ବଞ୍ଚି ରହିବା ପାଇଁ ପର ଘରେ ମାଗି ଯାଚି ବିତାଉଛନ୍ତି ଜୀବନ, ଏପରିକି କୋହଭରା କଣ୍ଠରେ କୁହନ୍ତି କି, ଲୁଣ ଲଙ୍କା ଟିକିଏ  କିଣିବାକୁ ପାଖରେ ନାହିଁ ପଇସାଟିଏ ।

ଖାଇବାକୁ ଅସୁବିଧା ଥିବା ବେଳେ ସେମାନଙ୍କ ପାଇଁ ପାଠ ପଢା ଓ ପ୍ୟାଣ୍ଟ ଶାର୍ଟ କରିବା ସାତଶପନ ବୋଲି କୁନି ଶିଶୁଙ୍କ ମୁଁହରୁ ଶୁଣିଲା ପରେ, ଯେ କେହିବି ଧର୍ଯ୍ୟ ଧରିବା କଷ୍ଟ । ଏମାନଙ୍କ ସମ୍ବନ୍ଧେ ସହିଲୋକ, ସ୍ଥାନୀୟ ବୁଦ୍ଧିଜୀବୀ  ମାନେ ଏବଂ ସ୍ଥାନୀୟ ସରପଞ୍ଚ, ସରକାରଙ୍କୁ ଏ ତିନି ଅନାଥ ଶିଶୁଙ୍କ ରହିବା, ଖାଇବା, ବସ୍ତ୍ର ଓ ପାଠ ପଢିବା ପାଇଁ ଇତ୍ୟାଦି ମୌଳିକ ସୁବ୍ୟବସ୍ଥା କରାଇବା ଏବଂ ମୁଖ୍ୟସ୍ରୋତ ରେ ସାମିଲ କରିବା  ପାଇଁ ଦାବୀ ରଖିଛନ୍ତି ।

The post ବାପା, ମା ଛେଉଣ୍ଡ ତିନି ଅନାଥ ଶିଶୁଙ୍କ ଲୁହ ଭରା  କୋହ, ପର ଘର ଭାତ ଲୁଣରେ ବିତୁଛି ଜୀବନ appeared first on Truthink.