ଜନ ସମ୍ପର୍କ ପଦଯାତ୍ରା Archives - Truthink

ପରଜଙ୍ଗ 2ନମ୍ବର ଜୋନର 2ଟି ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ପରଜଙ୍ଗ : ଆଜି ଶନିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ 2 ନମ୍ବର ଜୋନର ଦୁଇ ପଞ୍ଚାୟତ ମୁଣ୍ଡେଇଲୋ ଓ ବାରିହାପୁରରେ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଠାରୁ ଚଳିତ ମାସ ଅର୍ଥାତ୍ ନଭେମ୍ବର 15 ପର୍ଯ୍ୟନ୍ତ ପ୍ରତେକ ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସ୍ତରରେ ପଦଯାତ୍ରା ଜାରି ରହିଥିବା ବେଳେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଜାରି ରହିଛି ।

ଏହି ପରିପ୍ରେକ୍ଷୀରେ ଗାନ୍ଧୀ ଜୟନ୍ତୀ ଦିବସରେ ପରଜଙ୍ଗ ପାଣି ପଞ୍ଚାୟତ ସଭାଗୃହରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇ ଶତାଧିକ ଦଳୀୟ କର୍ମୀ ହାତରେ ଦଳୀୟ ପତାକା ଧରି ପରଜଙ୍ଗ ପାଣିପଞ୍ଚାୟତ ଠାରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ।

ଶନିବାର ବିଧାୟକ ଡ଼ାକ୍ତର ଶ୍ରୀ ସାହୁଙ୍କ ନେତୃତ୍ୱରେ ଏହି ଜନ ସମ୍ପର୍କ ପଦଯାତ୍ରା ପରଜଙ୍ଗ ବ୍ଲକର ମୁଣ୍ଡେଇଲୋ ଓ ବାରିହାପୁର ପଞ୍ଚାୟତର ପ୍ରତେକ ସାହି ଏବଂ ବସ୍ତିରେ ହୋଇଥିଲା । ଯେଉଁ କାର୍ଯ୍ୟକ୍ରମରେ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା ।

ତେବେ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, 2 ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ, ଯୁବ ବିଜେଡ଼ି ସଭାପତି ସୁବ୍ରତ ଦାସ, ଛାତ୍ର ବିଜେଡି ସଭାପତି ପ୍ରୀୟଜିତ୍ ସାମଲ, ପୂର୍ବତନ ସମିତିସଭ୍ୟ ସର୍ବେଶ୍ଵର ସାହୁ, ମୁଣ୍ଡେଇଲୋ ପଞ୍ଚାୟତ ବିଜେଡି ସଭାପତି ବାବୁଲି ସାହୁ, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ପ୍ରେମାନନ୍ଦ ସାହୁ, ଲୁଲୁପ୍ରସାଦ ସାହୁଙ୍କ ସମେତ ଶତାଧିକ ଦଳୀୟ କର୍ମୀ ପଦଯାତ୍ରାରେ ସାମିଲ ହୋଇଥିଲେ ।

The post ପରଜଙ୍ଗ 2ନମ୍ବର ଜୋନର 2ଟି ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା appeared first on Truthink.