ଜୟନ୍ତ କୁମାର ଆଚାର୍ଯ୍ୟ Archives - Truthink

ବ୍ୟାଙ୍କ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ସହ ଛଡାଇ ନେଲେ ଦୁର୍ବୁତ୍ତ 15 ଲକ୍ଷ ଟଙ୍କା
ପରଜଙ୍ଗ : ସୋମବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରୁ ମାତୃଶ ଏଣ୍ଟର ପ୍ରାଇଜେସ ମେନେଜରଙ୍କୁ ମରଣାନ୍ତକ ଆକ୍ରମଣ କରି ବ୍ୟାଙ୍କ ସମ୍ମୁଖରୁ 4 ଦୁର୍ବୁତ୍ତ 15 ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି ।

ସୂଚନା ମୁତାବକ, ମ୍ୟାନେଜର ଜଣକ ହେଉଛନ୍ତି କୁନ୍ଦନ୍ଦେଇପୁର କାଟେଣୀ ଗ୍ରାମର ଜୟନ୍ତ କୁମାର ଆଚାର୍ଯ୍ୟ । ସେ ଭାଲୁମୁଣ୍ଡା ସ୍ଥିତ ମାତୃଶ ଏଣ୍ଟେର ପ୍ରାଇଜେସରେ ଦୀର୍ଘ 7 ବର୍ଷ ହେବ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ତେବେ ପ୍ରତେକ ଦିନ ପରି ଆଜି ମଧ୍ୟ ସେ ବ୍ୟାଙ୍କକୁ ଏକ ପିକଅପ ଭ୍ୟାନରେ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ଚାରି ଜଣ ଦୁର୍ବୁତ୍ତ ଦୁଇଟି ବାଇକରେ ଆସି ତାଙ୍କୁ ମରଣାନ୍ତକ ଅସ୍ତ୍ରରେ ବାମ ପାପୁଲିକୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ତାଙ୍କ ପାଖରେ ଥିବା ନଗଦ 15 ଲକ୍ଷ ଟଙ୍କା ଲୋଟି ନେଇ ଫେରାର ହୋଇଯାଇଛନ୍ତି ।

ସେପଟେ ଗୁରୁତର ଜୟନ୍ତଙ୍କୁ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସା ଲୟକୁ ପଠାଯାଇଛି । ସେପଟେ ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ ଜାରି ରଖିଛି ।

ବାସ୍ତବରେ କହିବାକୁ ଗଲେ, ଏହି କିଛି ଦିନକୁ ଯଦି ଲକ୍ଷ କରାଯାଏ ତେବେ ପରଜଙ୍ଗ ଅଞ୍ଚଳରେ ବାରମ୍ବାର ଚୋରି ଡକାୟତ ଘଟଣା ଦେଖିବାକୁ ମିଳୁଅଛି । ସେଥିପାଇଁ ଲୋକମାନେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଯେଉଁଭଳି ଭାବରେ ଏ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଏହି ଭଳି ଘଟଣା ଘଟୁଅଛି, ଆଗକୁ ପୋଲିସ ପ୍ରଶାସନ ତତ୍ପର ନହେଲେ ଏଭଳି ଘଟଣା ଦେଖାଯିବା ଅସମ୍ଭବ ନୁହେଁ ।

The post ବ୍ୟାଙ୍କ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ସହ ଛଡାଇ ନେଲେ ଦୁର୍ବୁତ୍ତ 15 ଲକ୍ଷ ଟଙ୍କା appeared first on Truthink.