ଡାକ୍ତର ଅବିନାଶ ସାମଲ Archives - Truthink

ବିଜେପି କର୍ମୀ ବିଜେଡିରେ ସାମିଲ
ପରଜଙ୍ଗ : ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତର ବିଜେପି କର୍ମୀ ନବକିଶୋର ପ୍ରଧାନ, ଅକ୍ଷୟ ଭୂତିଆ, ଜାପାନୀ ନାଏକ, ପ୍ରଶ୍ନ ବେହେରା, ପ୍ରମୋଦ ସାହୁ, ଅନୁପ ବେହେରା, ମହେନ୍ଦ୍ର ସାହୁ, ଅବନୀ ସାହୁ, ନରହରି ସାହୁ, ନଗେନ ସାହୁ, ପର୍ଶୁରାମ ବେହେରା, ବାବୁଲି ସେଠୀ, ଧରଣୀ ନାଏକ, କଙ୍କଡାହାଡ ବ୍ଲକ ଗଡପଳାଶୁଣି ଗ୍ରାମ ପଞ୍ଚାୟତ ଡି.ଜେନା, ଅର୍ଜୁନ ନାଏକ, ନରେଶ ନାଏକ, ଭଗବାନ ନାଏକ, କାଳିଆ ମହାରଣା ଏବଂ ବାମ ପଞ୍ଚାୟତର କମଳଲୋଚନ ବେହେରା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ନିର୍ମଳ ଭାବମୂର୍ତ୍ତି ଓ କାର୍ଯ୍ୟଦକ୍ଷତା ରେ ଅନୁପ୍ରାଣିତ ହୋଇ ଆଜି ବିଜେପି ଦଳ ଛାଡ଼ି ବିଜୁ ଜନତା ଦଳ ରେ ପଥରଗଡ ଠାରେ ଠାରେ ଯୋଗଦାନ କରିଛନ୍ତି ।

ମାନ୍ୟବର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ମାନ୍ୟବର ସାଂସଦ ପ୍ରାର୍ଥୀ ଡାକ୍ତର ଅବିନାଶ ସାମଲ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି ।

The post ବିଜେପି କର୍ମୀ ବିଜେଡିରେ ସାମିଲ appeared first on Truthink.