ଡାକ୍ତର ନୃସିଂହ ଚରଣ ସାହୁ Archives - Truthink

ବିଜୁ ଜନତା ଦଳର 28 ତମ ପ୍ରତିଷ୍ଠା ଦିବସ ପାଳିତ
ପରଜଙ୍ଗ : ସାରା ରାଜ୍ୟରେ ଗୁରୁବାର ଦିନ ବିଜେଡି ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ବିଜେଡି ପାଳନ କରିଛି ତାର 28 ତମ ପ୍ରତିଷ୍ଠା ଦିବସ । ଏହି ଉପଲକ୍ଷେ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ଆଡମ୍ବର ସହକାରେ ପାଳନ କରାଯାଇଛି । ପୂର୍ବତନ ମନ୍ତ୍ରୀ ତଥା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ଦଳର ସଭାପତି ଡାକ୍ତର ନୃସିଂହ ଚରଣ ସାହୁଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା ।
ପ୍ରତିଷ୍ଠା ଦିବସ ଅବସରରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ଉପରେ ପ୍ରଥମେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଧୂପ , ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବ୍ଲକ ବିଜେଡି ସଭାପତି ତଥା ସରପଞ୍ଚ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ମଞ୍ଚ ସଞ୍ଚାଳନରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଆୟୋଜିତ ସଭାରେ ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ ,ଦଳର ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ । ବ୍ଲକ ଯୁବ ବିଜେଡ଼ି ସଭାପତି ସୁବ୍ରତ କୁମାର ଦାସ ,ବ୍ଲକ ଛାତ୍ର ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ ପ୍ରିୟଜିତ୍ ସାମଲ ,ଜିଲ୍ଲା ପରିଷଦ ସଦସ୍ୟା ରୁନୁ ବର୍ମାଙ୍କ ପ୍ରତିନିଧି ଜମ୍ବେଶ୍ଵର ବର୍ମା ପ୍ରମୁଖ ମଞ୍ଚାସୀନ ରହିଥିଲେ ।

ନବୀନ ସରକାର ସମୟରେ ରାଜ୍ୟରେ ଅନେକ ଯୋଜନା ଫଳପ୍ରଦ ହୋଇଥିବା ବେଳେ ପରଜଙ୍ଗ ନିର୍ବାଚନରେ ବିଗତ ସରକାର ସମୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, 5 ଟି କାର୍ଯ୍ୟକ୍ରମ, ଧାର୍ମିକ ଅନୁଷ୍ଠାନର ରୂପାନ୍ତରିତ, ଛୋଟ ବଡ ସେତୁ ନିର୍ମାଣ, ରାସ୍ତାଘାଟର ଉନ୍ନତି ଏହିପରି ଅନେକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ଡ଼ ସାହୁ ନିଜର ଭାଷଣ ପ୍ରସଙ୍ଗରେ ଉତଥାପନ କରିଥିଲେ । କାରଣ ବିଗତ ସରକାର କଥାରେ ନୁହେଁ, କାର୍ଯ୍ୟରେ ପରିଣତ କରିଛନ୍ତି ବୋଲି ଶ୍ରୀ ସାହୁ କହିଥିଲେ ।

ବର୍ତ୍ତମାନ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ଆଗାମୀ ଦିନରେ ବିଜେଡି ଦଳ ଜୋରଦାର ଲଢେଇ କରିବ ବୋଲି କର୍ମୀ ମାନଙ୍କୁ ଶ୍ରୀ ସାହୁ ସଚେତନ ବାର୍ତ୍ତା ଦେଇଥିଲେ । ପ୍ରତିଷ୍ଠା ଦିବସ ଅବସରରେ ଦଳର ସକ୍ରିୟ କର୍ମୀ ଭୂପେଶ ଚନ୍ଦ୍ର ପ୍ରଧାନ ,କୁନାଲ ମହାପାତ୍ର, ଝସିକେଶନ ବିଶ୍ଵାଳ, ଦିଲ୍ଲୀପ କୁମାର ବର୍ମା, ସୁବ୍ରତ କୁମାର ପରିଡ଼ା, ସମ୍ବିତ ପରିଡା, ରବି ନାରାୟଣ ସାହୁ, ସମୀର ସାହୁ, ଅମରେନ୍ଦ୍ର ଦାସ, କ୍ରିସ ସାମଲଙ୍କ ସମେତ 3 ଶହରୁ ଉର୍ଦ୍ଧ୍ବ ସକ୍ରିୟ କର୍ମୀ ଉପସ୍ଥିତ ଥିଲେ ।

The post ବିଜୁ ଜନତା ଦଳର 28 ତମ ପ୍ରତିଷ୍ଠା ଦିବସ ପାଳିତ appeared first on Truthink.

ପରଜଙ୍ଗ ବ୍ଲକ ବିଜୁଜନତା ଦଳ ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ମିନି ଷ୍ଟାଡିୟମ ପରିସରରେ ପରଜଙ୍ଗ ବ୍ଲକ ବିଜୁଜନତା ଦଳ ପକ୍ଷରୁ ଆଜି ପୂର୍ବାହ୍ନରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ସମ୍ମାନୀତ ଅତିଥି ରୂପେ ଢେ଼ଙ୍କାନାଳ ଏମପି ମହେଶ ସାହୁ, ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ, ଢେ଼ଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ସାଗରିକା ମିଶ୍ର, ପରଜଙ୍ଗ ବିଧାନସଭା କ୍ଷେତ୍ରେର ନିର୍ବାଚନ ପର୍ଯ୍ୟବେକ୍ଷକ ଦେବାଶିଷ ସିଟ ପ୍ରମୁଖ ଉପସ୍ଥିତ ଥିଲେ ।

କହିବାକି ଏହି ସଭାରେ ପ୍ରଥମେ ଶ୍ରୀଜଗନ୍ନାଥ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେବା ସହ ପ୍ରଦୀପ ପ୍ରଜ୍ୟୁଳନ କରାଯାଇଥିଲା । ଏହାପରେ ଅତିଥିମାନେ ମଞ୍ଚାସିନ ହୋଇ ଥିଲେ । ଏଥିରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଆଲୋଚନା ଚକ୍ରରେ ବିଶେଷ ଭାବରେ ବିଜେଡି କିପରି ସୁଦୃଢ଼ ସଂଗଠନ କରିବା ସହ ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବାରୁ କିଭଳି ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ସୁନିଶ୍ଚିତ ବିଜୟ କରିବାର ଲକ୍ଷ୍ୟକୁ ପୂରଣ କରିବା ନେଇ ଆଲୋଚନା ହୋଇଥିଲା । ଏଥି ସହିତ ପ୍ରତି ୱାର୍ଡ ରେ ଯୁବ ବିଜେଡି କମିଟି ଗଠନ ସହ ପଞ୍ଚାୟତରେ ମହିଳା କମିଟି ଗଠନ କରି ତୃଣମୂଳ ସ୍ତରରେ ବିଜେଡି ପାଇଁ କାର୍ଯ୍ୟ କରିବେ ବୋଲି ବୋଲି ନିଷ୍ପତି ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରଜଙ୍ଗ ବ୍ଲକ ଅଧକ୍ଷ ଅକ୍ଷୟ କୁମାର ବେହେରା, ବ୍ଲକଯୁବ ବିଜେଡ଼ି ସଭାପତି ଇଂ ସୁବ୍ରତ କୁମାର ଦାସ, ଯୁବନେତା ଅସିତ କୁମାର ରାୟ ଚୌଧୁରୀ, ଯୁବନେତା ଭୂପେଶ ଚନ୍ଦ୍ର ପ୍ରଧାନ, ବ୍ଲକ ମହିଳା ସଭାନେତ୍ରୀ ବିଳାସିନୀ ସେଠୀ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ଏହି ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ସଭାକୁ ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବ୍ଲକର ପ୍ରତେକ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ରହି ଥିଲେ ।

The post ପରଜଙ୍ଗ ବ୍ଲକ ବିଜୁଜନତା ଦଳ ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ appeared first on Truthink.