ତେଜସ୍ୱୀ ଯାଦବ Archives - Truthink

AIMIMକୁ ବିହାରରେ ଜବରଦସ୍ତ ଝଟକା, ପାଞ୍ଚଜଣ ବିଧାୟକଙ୍କ ମଧ୍ୟରୁ ଚାରିଜଣ RJD ରେ ଦେଲେ ଯୋଗ
ପାଟନା: ବିହାରର ଏକ ନୂଆ ଘଟଣା କ୍ରମରେ AIMIM ର ଚାରିଜଣ ବିଧାୟକ ପଲା ବଦଳିକରି ଆଜି RJD ରେ ଯୋଗ ଦେଇଛନ୍ତି । ଆଜି ଅପରାହ୍ନରେ ହଠାତ୍ ତେଜସ୍ୱୀ ଯାଦବ ବିହାର ବିଧାନସଭା ବାଚସ୍ପତି ବିଜୟ ସିହ୍ନାଙ୍କ କୋଠରୀରେ ପହଞ୍ଚି AIMI ର 4 ଜଣ ବିଧାୟକଙ୍କ ସହ ସାକ୍ଷାତ କରିଥିଲେ । ଏହି ସମୟରେ, ଅଖତୁରୁଲ ଇମାମଙ୍କ ବ୍ୟତୀତ ଓୱାଇସି ଦଳର ସମସ୍ତ ବିଧାୟକ ଉପସ୍ଥିତ ଥିଲେ ।

ଆରଜେଡିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବା AIMIM ଦଳର ବିଧାୟକମାନେ ହେଲେ ମୋହମ୍ମଦ ଇଜହାର ଆସଫି, କୋଚାଧାମନ ଆସନରୁ ବିଧାୟକ, ଶାହାନାବାଜ ଆଲାମ ଜୋକିହାଟରୁ ବିଧାୟକ, ବାୟସୀରୁ ରୁକୁନୁଦ୍ଦିନ ଅହମ୍ମଦ ଏବଂ ବାହାଦୁରଗଞ୍ଜର ବିଧାୟକ ଅଞ୍ଜର ନୟୀମି ଅନ୍ତର୍ଭୁକ୍ତ ଅଟନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି, ରାଜ୍ୟ ସଭାପତି ଅଖତରୁଲ ଇମାମ ବର୍ତ୍ତମାନ ବିଧାନସଭାରେ AIMIM ର ଏକମାତ୍ର ବିଧାୟକ ଭାବରେ ରହିଛନ୍ତି ।

हमारे पास पहले 75 सीटें थी फिर उपचुनाव हुआ जिसमें बोचहा की जनता ने NDA के खाते की सीट महागठबंधन के खाते में डाल दी। मुझे खुशी है कि अब बिहार विधानसभा में सबसे बड़ा दल RJD है। पहले हमारे पास 76 सीटें थी अब 4 और AIMIM के सदस्य हमारे साथ जुड़े हैं: RJD नेता तेजस्वी यादव, पटना pic.twitter.com/Nj1MyhCIO7
— ANI_HindiNews (@AHindinews) June 29, 2022

The post AIMIMକୁ ବିହାରରେ ଜବରଦସ୍ତ ଝଟକା, ପାଞ୍ଚଜଣ ବିଧାୟକଙ୍କ ମଧ୍ୟରୁ ଚାରିଜଣ RJD ରେ ଦେଲେ ଯୋଗ appeared first on Truthink.