ନିଶା ମଙ୍ଗଳବାର ଓଷା Archives - Truthink

ନିଶା ମଙ୍ଗଳବାର ଓଷା ଲାଗି କଳସ ଯାତ୍ରା ଅନୁଷ୍ଠିତ
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଅଳାଁକଟା ଗ୍ରାମରେ ପ୍ରତେକ ବର୍ଷ ଭଳି ଏବର୍ଷ ମଧ୍ୟ ମହାଆଡମ୍ବରରେ କାର୍ତ୍ତିକ ମାସରେ ନିଶା ମଙ୍ଗଳବାର ଓଷା ଲାଗି କଳସ ଯାତ୍ରା ଅନୋଷ୍ଠିତ ହୋଇଯାଇଛି । ପୂଜକ ପୁରେଦ୍ର ସାହୁ ନିଶା ମଙ୍ଗଳବାର ଓଷା ଲାଗି ଦିନ ତମାମ ବିଧୀବଦ୍ଧକ ଭାବେ ପୂଜାର୍ଚ୍ଚନା କରିଥିଲେ । ନିଜର ଓ ପରିବାରର ମଙ୍ଗଳ କାମନା ପାଇଁ ବ୍ରତଧାରି ମହିଳାମାନେ ଏହି ଓଷା ପାଳନ କରିଥାନ୍ତି ।

ତେବେ ଶତାଧିକ ବ୍ରତୀ ମହିଳାମାନେ କଳସରେ ପୋଖରୀରୁ ପାଣି ଧରି ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ପହଁଚିଥିଲେ । ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପରିଶେଷରେ ସମସ୍ତ ବ୍ରତଧାରି ମହିଳାମାନେ ମା’ଙ୍କର କଞ୍ଚା ଅମୃତ ପାଇ ନିଜ ନିଜର ଘରକୁ ବାହୁଡ଼ି ଥିଲେ ।

The post ନିଶା ମଙ୍ଗଳବାର ଓଷା ଲାଗି କଳସ ଯାତ୍ରା ଅନୁଷ୍ଠିତ appeared first on Truthink.