ନୀତୀଶ କୁମାର Archives - Truthink

Pegasus ମାମଲା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଲେ ତଦନ୍ତ ଦାବି
Pegasus scandal: ଏନଡିଏ ସରକାରର ସହଯୋଗୀ ଜନତା ଦଳ ୟୁନାଇଟେଡର ନେତା ଏବଂ ବିହାର ସିଏମ ନୀତୀଶ କୁମାର ପେଗାସସ୍ ଜାସୁସି ମାମଲାର ତଦନ୍ତ ଦାବି କରିଛନ୍ତି । ଏହି ବିଷୟରେ ନୀତୀଶ ପୂର୍ବରୁ ଚିନ୍ତା ପ୍ରକଟ କରିଛନ୍ତି । ଯାଞ୍ଚ ମାମଲା ସହ ଜଡିତ ପ୍ରଶ୍ନ ଉପରେ ବିହାର ସିଏମ୍ କହିଛନ୍ତି, ‘ନିଶ୍ଚିତ ଭାବରେ ଯାଞ୍ଚ କରାଯିବା ଉଚିତ୍ । ଯେହେତୁ ଟେଲିଫୋନ୍ ଟ୍ୟାପର କଥା ଏତେ ଦିନ ଧରି ଆସୁଛି, ‘ଏହା ଉପରେ ଜରୁରୀ ଆଲୋଚନା ହେବା ଉଚିତ ଏବଂ ଚର୍ଚା ହେବା ଦରକାର । ଆମେ ପ୍ରଥମ ଦିନରେ ନିଜେ ପଚାରିଥିଲୁ । ଆଜିକାଲି ତ ଜଣା ନାହିଁ କି ଏ ଜିନିଷ କିଏ କେଉଁ ଉପାୟରେ ଏହା କେମିତି କରୁଛି, ଏହା ଉପରେ ପୁରା ପ୍ରକ୍ରିୟାରେ ଗୋଟିଏ-ଗୋଟିଏ ବିଷୟକୁ ସମ୍ପୂର୍ଣ୍ଣ ଦୃଷ୍ଟିରେ ରଖି, ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍, କିନ୍ତୁ କ’ଣ ହୋଇଛି କଣ ନାହିଁ, ଏହା ସଂସଦରେ ଉଠାଯାଉଛି, ସମାଚାର ପତ୍ରରେ ଆସୁଅଛି, ଏହାକୁ ଦେଖୁଛୁ ଆମେ । କିନ୍ତୁ ଯାହା କିଛି ହୋଇଛି, କେହି ଶୁଣୁଛି ବା କେଉଁ ଢଙ୍ଗରେ କଣ କରୁଛି ଏହା ଏକ ଭୁଲ ଜିନିଷ । ଏହା ଉପରେ ମୋର ବୁଝିବାରେ ଏହା ନିଶ୍ଚିତ ଭାବରେ ଯାଞ୍ଚ କରିବା ଉଚିତ୍ । ଏଥିରେ ଯାହା କିଛି ଅଛି ସାମ୍ନାକୁ ଆସିଯାଉ ।’

⁦@NitishKumar⁩ ने आज पेगसुस मामले की विधिवत जाँच की माँग कर डाली ..इससे पूर्व इस स्कैंडल के सामने आने पर उन्होंने कई बार सार्वजनिक रूप से चिंता प्रकट की थी ⁦@ndtvindia⁩ ⁦@Anurag_Dwary⁩ ⁦@Suparna_Singh⁩ ⁦@soniandtv⁩ pic.twitter.com/uBlkymgWPM
— manish (@manishndtv) August 2, 2021

ଏହି ପ୍ରସଙ୍ଗରେ ସଂସଦରେ ଗତିରୋଧ ଏବଂ ମିଳିତ ସଂସଦୀୟ କମିଟିର ଦାବି ଉପରେ ନୀତୀଶ କହିଛନ୍ତି ଯେ ଏହା ସଂସଦ ଭିତରର ଏକ କଥା ଅଟେ କିନ୍ତୁ ସରକାରଙ୍କ ତରଫରୁ ଏହାର ଜବାବ ଦିଆଯାଇଛି ।

The post Pegasus ମାମଲା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଲେ ତଦନ୍ତ ଦାବି appeared first on Truthink.