ପବନଦୀପ ରାଜନ Archives - Truthink

ଇଣ୍ଡିଆନ୍ ଆଇଡଲ୍ 12ର ପବନଦୀପ ଓ ଅରୁଣିତାଙ୍କ ପ୍ରଥମ ଗୀତ ‘ତେରେ ବଗେର’ ହେଲା ରିଲିଜ, ହିମେଶ ରେଶମିୟା କରିଛନ୍ତି କମ୍ପୋଜ
ମୁମ୍ବାଇ : ଇଣ୍ଡିଆନ୍ ଆଇଡଲ୍ 12ର ଚର୍ଚିତ କନଟେଷ୍ଟେଣ୍ଟ ପବନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲ ଫାଇନାଲରେ ପହଞ୍ଚିବା ପୂର୍ବରୁ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ପାଦ ଥାପି ସାରିଛନ୍ତି । ହଁ ହିମେଶ ରେଶମିୟା ଏ ଦୁହିଁଙ୍କୁ ଲଞ୍ଚ କରିଛନ୍ତି । ଏହା ସହିତ ତାଙ୍କର ପ୍ରଥମ ଗୀତ ‘ତେରେ ବଗେର’ ରିଲିଜ ହୋଇଛି । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

ପ୍ରସିଦ୍ଧ ଗାୟକ ହିମେଶ ରେଶମିୟାଙ୍କ ଆଗାମୀ ମ୍ୟୁଜିକ୍ ଆଲବମ୍ ‘Moods With Melodies’ର ଦ୍ୱିତୀୟ ଗୀତ ‘ତେରେ ବଗେର’ ମୁକ୍ତିଲାଭ କରିଛି । ଯାହାକୁ ସେ ନିଜେ କମ୍ପୋଜ କରିଛନ୍ତି ଏବଂ ଗୀତଗୁଡ଼ିକ ସମୀର ଅଞ୍ଜାନ ଲେଖିଛନ୍ତି । ଏଥି ସହିତ ପବନଦୀପ ଏବଂ ଅରୁଣିତା ଏହି ଗୀତରେ ସ୍ୱର ଦେଇଛନ୍ତି ।

ହିମେଶ ଇନଷ୍ଟାଗ୍ରାମରେ ମ୍ୟୁଜିକ୍ ଭିଡିଓର ଏକ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ ବର୍ତ୍ତମାନ ଏହା ରିଲିଜ୍ ହୋଇଛି । କହିବାକି ହିମେଶ ରେଶମିୟାଙ୍କ ଆଲବମ୍ ‘ସୁରୁର 2021’ ର ଏକ ଗୀତ ନିକଟରେ ମୁକ୍ତିଲାଭ କରିଛି ।

ଇଣ୍ଡିଆନ୍ ଆଇଡଲ୍ 12 ରେ ପବନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲଙ୍କ ଗୀତକୁ ବହୁତ ପସନ୍ଦ କରାଯାଏ । ଏହା ସହିତ ଉଭୟଙ୍କ ଲଭ ୟାଙ୍ଗେଲ ବିଷୟରେ ଅନେକ ଚର୍ଚା ହୁଏ । ଉଭୟ ପ୍ରାୟତଃ ସୋସିଆଲ ମିଡିଆରେ ଛାଇ ରହିଥାନ୍ତି । ଉଭୟଙ୍କ ଏହି ଗୀତକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

କହିବାକି ‘ଇଣ୍ଡିଆନ୍ ଆଇଡଲ୍ 12’ର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କ ମଧ୍ୟରେ ପବନଦୀପ ରାଜନ ଏବଂ ଅରୁଣିତା ଅଛନ୍ତି । ଦର୍ଶକଙ୍କ ଠାରୁ ଆରମ୍ଭ କରି ଶୋ’କୁ ଆସୁଥିବା ଅତିଥିମାନଙ୍କ ପର୍ଯ୍ୟନ୍ତ ତାଙ୍କ ସ୍ୱର ଭଲ ଲାଗିଥାଏ । ହିମେଶ ରେଶମିୟା ନିଜେ ଅରୁଣିତା ଏବଂ ପବନଦୀପଙ୍କ ସ୍ୱର ଭଲ ପାଆନ୍ତି । ହିମେଶ ରେଶମିୟା ‘ଇଣ୍ଡିଆନ୍ ଆଇଡଲ୍ 12’ ର ବିଚାର କରୁଛନ୍ତି । ତାଙ୍କ ବ୍ୟତୀତ ଅନୁ ମଲିକ ଏବଂ ମନୋଜ ମୁଣ୍ଟଶିର ମଧ୍ୟ ବିଚାରପତି ଭାବରେ ନଜର ଆସୁଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…..

The post ଇଣ୍ଡିଆନ୍ ଆଇଡଲ୍ 12ର ପବନଦୀପ ଓ ଅରୁଣିତାଙ୍କ ପ୍ରଥମ ଗୀତ ‘ତେରେ ବଗେର’ ହେଲା ରିଲିଜ, ହିମେଶ ରେଶମିୟା କରିଛନ୍ତି କମ୍ପୋଜ appeared first on Truthink.