ପରଜଙ୍ଗ ବିଜେପି Archives - Truthink

ମମିତା ମେହେର ହତ୍ୟା କାଣ୍ଡକୁ ନେଇ ପରଜଙ୍ଗ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ପରଜଙ୍ଗ: ମମିତା ମେହେର ହତ୍ୟା ଘଟଣାରେ ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ପରଜଙ୍ଗ ବିଜେପି ପକ୍ଷରୁ ପରଜଙ୍ଗ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଏକତ୍ରୀତ ହୋଇ ପରଜଙ୍ଗ ଶିବମନ୍ଦିର ଠାରୁ ନାରାବାଜି ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସୁବାଷ୍ ସିଂ ଛକ ଠାରେ ଥିବା ସୁବାଷ୍ ସିଂଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ଯ ଦେଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିଥିଲେ ।

ଏଠାରେ ଆନ୍ଦୋଳନକାରୀମାନେ ନାରାବାଜି କରିବା ସହିତ, ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଥିବାରୁ, ମନ୍ତ୍ରୀ ଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲି ପରଜଙ୍ଗ ବିଜେପି ପକ୍ଷରୁ ଦାବି କରାଯାଇଛି ।

The post ମମିତା ମେହେର ହତ୍ୟା କାଣ୍ଡକୁ ନେଇ ପରଜଙ୍ଗ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ appeared first on Truthink.