ପାନପତ୍ର Archives - Truthink

ଆସନ୍ତୁ ଜାଣିବା ପାନପତ୍ର ଚୋବାଇ ଖାଇଲେ କଣ ମିଳିଥାଏ ଫାଇଦା
ଆମେ ପ୍ରାୟତଃ ପାନପତ୍ରକୁ ବିଭିନ୍ନ କାମରେ ବ୍ୟବହାର କରିଥାଉ । ମନ୍ଦିର, ମେଳା ମହୋଶ୍ଚବରେ ପୂଜା କରିବା ଠାରୁ ଆରମ୍ଭ କରି ମିଠା ପାନ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ପାନ ପତ୍ରର ସାଧାରଣରେ ବ୍ୟବହାର ହୋଇଥାଏ । ବହୁତ କମ୍ ଲୋକ ଜାଣିଥିବେ ଯେ, ଯଦି ପାନ ପତ୍ରକୁ ଚୋବାଇ ଖାଇବା ତେବେ ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ପାନ ପତ୍ରକୁ ଚୋବାଇ ଖାଇବାର କଣ ମିଳିଥାଏ ଏହାର ଉପକାରିତା ।

ପାନ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିମାଇକ୍ରୋବିୟଲ୍ସ ଗୁଣ ରହିଥାଏ । ଏହାକୁ ସେବନ କରିବା ଦ୍ବାରା କାଶ ସମସ୍ୟାକୁ ଦୂର କରାଯାଇପାରେ । ଏହାସହ ଗଳାକୁ ମଧ୍ୟ ସଫା ରଖାଯାଇ ପାରିବ ।

ପାନ ପତ୍ର ପେଟର ଫିଟନେସ୍ ପାଇଁ ଅତ୍ୟନ୍ତ ଭଲ ଅଟେ । ଏହାକୁ ନିୟମିତ ସେବନ ଦ୍ବାରା ହଜମ ପ୍ରକ୍ରିୟା ଭଲ ହୋଇପାରିବ । ଏହାସହ ପେଟ ସହ ଜଡିତ ସମସ୍ୟା ମଧ୍ୟ ଦୂର କରାଯାଇପାରିବ ।

ପାନ ପତ୍ରକୁ ଚୋବାଇ ଖାଇବା ଦ୍ବାରା ପାଟିରୁ ଆସୁଥିବା ଦୁର୍ଗନ୍ଧକୁ ଦୂର କରାଯାଇପାରିବ । ପାନ ପତ୍ରକୁ ଚୋବାଇବା ଦ୍ବାରା ଯେଉଁ ରସ ଉତ୍ପନ ହୋଇଥାଏ ତାହା ପାଟିରେ ଲୁଚି ରହିଥିବା ବ୍ୟାକ୍ଟେରିଆକୁ ମାରିଦେଇଥାଏ । ଏହାଦ୍ବାରା ଆପଣ ନିଶ୍ଚିନ୍ତରେ ଅନ୍ୟମାନଙ୍କ ସହିତ କଥା ହୋଇପାରିବେ ।

ଦାନ୍ତ ମାଢିରେ ଯନ୍ତ୍ରଣା କିମ୍ବା ଫୁଲା ଦୂର କରିବା ପାଇଁ ପାନ ପତ୍ର ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ଏମିତି ଅନେକ ଗୁଣ ମିଳିଥାଏ ଯାହା ମାଢି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।

ଯେହେତୁ ପାନ ପତ୍ର ଗରମ ହୋଇଥାଏ ସେଥିପାଇଁ ଏହାକୁ ଶୀତଦିନେ ଖାଇବା ଭଲ ଅଟେ । କିନ୍ତୁ ଗରମ ଦିନେ ଆପଣ ସୀମିତ ମାତ୍ରାରେ ଏହାକୁ ସେବନ କରିପାରିବେ । ଖାଇବା ପୂର୍ବରୁ ପାନ ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଫଳରେ ଏଥିରେ ଥିବା ଧୂଳି-ମାଟି ଏବଂ ବ୍ୟାକ୍ଟେରିଆ ଦୂର ହୋଇଯିବ । ଏହାପରେ ହିଁ ଆପଣ ଏହାକୁ ସେବନ କରିପାରିବେ ।

The post ଆସନ୍ତୁ ଜାଣିବା ପାନପତ୍ର ଚୋବାଇ ଖାଇଲେ କଣ ମିଳିଥାଏ ଫାଇଦା appeared first on Truthink.