ପାୟଲ ରୋହତଗୀ Archives - Truthink

ନେହୁରଙ୍କ ଉପରେ ଟିପଣି କରିବା ପଡିଲା ମହଙ୍ଗା, ଅଭିନେତ୍ରୀ ପାୟଲ ରୋହତଗୀ ଗିରଫଦାର
ପ୍ରାୟ ସମୟ ବିବାଦରେ ରହୁଥିବା ଆକଟର୍ସ ପାୟଲ ରୋହତଗୀଙ୍କୁ ରାଜସ୍ଥାନର ଵୁନ୍ଦି ପୋଲିସ ଗିରଫଦାର କରିଅଛି । ପାୟଲଙ୍କୁ ଅହମଦାବାଦରୁ ଗିରଫ କରାଯାଇଛି । ଏହା ଉପରେ ପାୟଲଙ୍କ ଟୁଇଟର ଏକାଉଣ୍ଟରୁ ଏକ ଟୁଇଟ କରାଯାଇଛି ଏବଂ ସାଥିରେ ହିଁ ଏହି କଥାର ପୁଷ୍ଟି ଵୁନ୍ଦି ପୋଲିସ ମଧ୍ୟ କରିଛି ।

ଵୁନ୍ଦି ଏସପି ମମତା ଗୁପ୍ତା କହିଲେ, ‘ପାୟଲ ରୋହତଗୀଙ୍କୁ ଗିରଫ କରି ଵୁନ୍ଦି ନିଆଯାଉଛି । ପାୟଲ ରୋହତଗୀ ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁଙ୍କ ଉପରେ ଟିପଣି କରିଥିଲେ । ଯେଉଁଥି ପାଇଁ ତାଙ୍କ ବିରୋଧରେ ଆଇଟି ଏକ୍ଟର ଧାରା 66,67ରେ ମୁକଦମା ଦର୍ଜ କରାଯାଇଛି ।’ ଜାନକାରୀ ମୁତାବକ ମୁକଦମା ଵୁନ୍ଦିର ସଦର ଥାନାରେ କରାଯାଇଛି ।

ପାୟଲ ରୋହତଗୀଙ୍କ ଦ୍ୱାରା ଟ୍ୱିଟର କଥା କରିବାତ ସେ ଲେଖିଲେ, ‘ମୋତେ ମୋତି ଲାଲ ନେହୁରଙ୍କ ଉପରେ ବନିଥିବା ଏକ ଭିଡ଼ିଓ ପାଇଁ ରାଜସ୍ଥାନ ପୋଲିସ ଦ୍ୱାରା ଗିରଫ କରାଯାଇଛି । ଭିଡ଼ିଓରେ ଦିଆଯାଇଥିବା ଜନକରି ମୁଁ ଗୁଗୁଲିରୁ ନିକାଲି ଥିଲି । କଣ ଅଭିବ୍ୟକ୍ତିର ଆଜାଦି ଏକ ମଜାକ ଅଟେ ?’ ପାୟଲ ନିଜର ଏହି ଭିଡ଼ିଓରେ ପିଏମୋ ଇଣ୍ଡିଆ  ଏବଂ ଗୃହ ମନ୍ତ୍ରାଳୟଙ୍କୁ ମଧ୍ୟ ତଂଗ କରିଛନ୍ତି ।

I am arrested by @PoliceRajasthan for making a video on #MotilalNehru which I made from taking information from @google  Freedom of Speech is a joke  @PMOIndia @HMOIndia
— PAYAL ROHATGI & Team- Bhagwan Ram Bhakts (@Payal_Rohatgi) December 15, 2019

ଏଇଠି କହିବେକି ସୋସିଆଲ ମିଡିଆରେ 21 ସେପ୍ଟେମ୍ବର 2019କୁ ପାୟଲ ରୋହତଗୀଙ୍କ ଠାରୁ ଏକ ଭିଡ଼ିଓ ଏବଂ ପୋଷ୍ଟ ମଧ୍ୟ କରାଯାଇଥିଲା । ଯେଉଁଥିରେ ପୂର୍ବ ସ୍ୱତନ୍ତ୍ରତା ସେନାନୀ ମୋତି ଲାଲ ନେହୁରୁ ଏବଂ ପୂର୍ବ ପିଏମ ଜବାହାରଲାଲ ନେହୁରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ନେଇକରି ଆପତ୍ତିଜନକ ଟିପଣି କରାଯାଇଥିଲା ।  ପାୟଲ ରୋହତଗୀଙ୍କ ବିରୋଧରେ ସମାଜ ସେବି ଓ ୟୁଥ କଂଗ୍ରେସ ନେତା ଚର୍ମେସ ଶର୍ମା ଶିକାୟତ ଦର୍ଜ କରାଇଥିଲେ ।

ଶିକାୟତକର୍ତ୍ତା ଚର୍ମେସ ଶର୍ମାଙ୍କ ଆରୋପ ଏଇଆ କି ପୋଷ୍ଟରେ ପୂର୍ବ ପିଏମ ଲାଲ ବହାଦୁର ଶାସ୍ତ୍ରୀଙ୍କ ମୃତୁକୁ ନେଇ କରି ମଧ୍ୟ ଏମିତି କଥା ଲେଖାଯାଇଅଛି, ଯେଉଁଥିରେ ଭାରତର ବିଦେଶ ସମ୍ୱନ୍ଧ ପ୍ରଭାବିତ ହୋଇପାରେ । ସେ କହିଲେକି ଏ ପୋଷ୍ଟ ଧାର୍ମିକ ଭାବନାକୁ ଆହତ କରିବ । ସାଥିରେ ରାଷ୍ଟ୍ରୀୟ ଏକତା ଏବଂ ଅଖଣ୍ଡତାର ବିପରୀତ ଅଟେ ।

The post ନେହୁରଙ୍କ ଉପରେ ଟିପଣି କରିବା ପଡିଲା ମହଙ୍ଗା, ଅଭିନେତ୍ରୀ ପାୟଲ ରୋହତଗୀ ଗିରଫଦାର appeared first on Truthink.