ପ୍ରତୀକ ସେଠୀ Archives - Truthink

କୁନି ବୈଜ୍ଞାନିକ ପ୍ରତୀକ ପକ୍ଷାଘାତ ରୋଗୀଙ୍କ ପାଇଁ ତିଆରି କଲେ ଯନ୍ତ୍ର
ପରଜଙ୍ଗ : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆଗରୁ ଅନେକ ବୈଜ୍ଞାନିକ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି l ବିଜ୍ଞାନ କ୍ଷେତ୍ରରେ କିଛି କୁନି ବୈଜ୍ଞାନିଳ ଭୂମିକା ବେଶ ଗୁରୁତ୍ୱ ପୂର୍ଣ୍ଣ ରହିଛି l ଏ ଭଳି ଏକ ପ୍ରତିଭା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଆଇ.ଜି.ଆଇ.ଟି କଲେଜ କମ୍ପ୍ୟୁଟର ସାଇନ୍ସ ପ୍ରଫେସର ଶ୍ରୀ ନୀବାସ ସେଠୀଙ୍କ ପୁଅ ପ୍ରତୀକ ସେଠୀ (11 ବର୍ଷ ) କ୍ଷେତ୍ରରେ l

ପ୍ରତୀକ ତାଳଚେର ଥର୍ମାଲ ସ୍ଥିତ ଡ଼ି ଏ ଭି ସ୍କୁଲର ଷଷ୍ଠ ଶ୍ରେଣୀ ର ଛାତ୍ର l ବାପାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ପକ୍ଷାଘାତ ରୋଗୀଙ୍କ ମସ୍ତିଷ୍କ ନିୟନ୍ତ୍ରଣ ପାଇଁ ଏକ ଯନ୍ତ୍ର ତିଆରି କରିବା ସହିତ ଏକ ପକେଟ ସିପିୟୁ କରି ଏବେ କୁନି ବୈଜ୍ଞାନିକ ସମସ୍ତଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି l

ପକ୍ଷାଘାତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଏ ପରି ସ୍ଥଳେ ପ୍ରତୀକଙ୍କ ଏହି ଯନ୍ତ୍ର ରୋଗୀଙ୍କ ପାଇଁ ବେଶ ଉପଯୋଗୀ ହୋଇ ପାରିବ ବୋଲି ଆଶା କରା ଯାଉଛି l ସେନ୍ସର ସିଷ୍ଟମ ଠାରୁ ଆରମ୍ଭ କରି ହୋଇଲ ଚେୟାରରେ ବସି ଏହାକୁ କେମିତି ବ୍ୟବହାର କରାଯାଇପାରିବ ଯାହା ଫଳରେ ରୋଗୀଙ୍କ ବ୍ରେନକୁ ଅତ୍ୟାଧୁନିକ ସିଷ୍ଟମ ଟି କିଭଳି ଭାବରେ କଣ୍ଟ୍ରୋଲ କରି ପାରିବ ରୋଗୀ ପ୍ରତ୍ୟେକ କାମକୁ ଅତି ସହଜରେ କରି ପାରିବ ପ୍ରତୀକ କହିଛନ୍ତି l

ଏହି ଯନ୍ତ୍ର ନିର୍ମାଣ ପାଇଁ ତାଙ୍କୁ 3 ମାସ ସମୟ ଲାଗିଥିବା ବେଳେ 25 ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା, ଏଥି ସହିତ ଏହି ଯନ୍ତ୍ରକୁ ଆଗକୁ ସେ ଯାନବାହାନା କ୍ଷେତ୍ରରେ ବିନିଯୋଗ କରିବେ ବୋଲି ଆଶା କରିଛନ୍ତି l

ସେହିପରି ସେ ଆନ୍ୟ ଏକ ପକେଟ ସିପିୟୁ ମଧ୍ୟ ଉଦ୍ଭାବନ କରିଛନ୍ତି, ଯା ଦ୍ୱାରା ଲୋକଙ୍କ ଦୈନଦିନ କାର୍ଯ୍ୟ ସହଜ ହୋଇ ପାରିବ ଏହି ମିନି ସି ପି ୟୁ ଟିଭି ଓ ମନିଟର ସାହାଯ୍ୟ ରେ ସଂଯୋଗ କରି ପାରିବେ l ଏହି ପକେଟ ସି ପି ୟୁ ସମସ୍ତଙ୍କ କାମରେ ଆସି ପାରିବ ବୋଲି ପ୍ରତୀକ କହିଛନ୍ତି l ପ୍ରତୀକ ଆଗକୁ ଅନେକ ସ୍ବପ୍ନ ରଖିଥିବା ବେଳେ ଯଦି କୌଣସି ସାହାଯ୍ୟ ମିଳେ, ତେବେ ସେ ଆଗକୁ ଆହୁରି ଭଲ ଭଲ ଉଦ୍ଭାବନ କରି ବିଜ୍ଞାନକୁ ନେବେ ବୋଲି ଆଶା ପ୍ରକାଶ କରାଯାଉଛି l

The post କୁନି ବୈଜ୍ଞାନିକ ପ୍ରତୀକ ପକ୍ଷାଘାତ ରୋଗୀଙ୍କ ପାଇଁ ତିଆରି କଲେ ଯନ୍ତ୍ର appeared first on Truthink.