ପ୍ରସନ୍ନ କୁମାର ପଣ୍ଡା Archives - Truthink

ମୁଣ୍ଡେଇଲୋ ଗାଁରେ ହାତୀପଲ, ବ୍ୟାପକ ଫସଲ ନଷ୍ଟ ସହ ଧାନ ବସ୍ତା ବୋହିନେଲେ ହାତୀ
ପରଜଙ୍ଗ: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁଣ୍ଡେଇଲୋ ଗାଁରେ ହାତୀପଲ ପଶି ତାଣ୍ଡବ ରଚିଛନ୍ତି। ଗତ କାଲି ବିଳମ୍ବିତ ରାତିରେ ଗାଁର ପ୍ରସନ୍ନ କୁମାର ପଣ୍ଡାଙ୍କ ଘର ଭିତରେ ହାତୀ ପଲ ପଶି 40 ରୁ ଉର୍ଦ୍ଧ୍ବ ଧାନ ବସ୍ତା ବୋହି ନେଇଥିଲେ । ଏଥିସହିତ ବାଡ଼ିରେ ଥିବା ବିଭିର୍ନ ପ୍ରକାର ଫସଲ, ଆଖୁ ଓ କଦଳୀ ବଗିଚାକୁ ମଧ୍ୟ ହାତୀ ପଲ ନଷ୍ଟ କରି ଦେଇଥିଲେ । ତେବେ ଏହା ଦ୍ୱାରା ଗାଁରେ ପ୍ରାୟ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ପ୍ରାୟ 30 ରୁ ଉର୍ଦ୍ଧ୍ବ ହାତୀ ଗାଁ ପାଖ ବାରବାଙ୍କ ଜଂଗଲରେ ରହି ଏଅଞ୍ଚଳରେ ସମୟ ସମୟରେ ଆତଙ୍କ ସୃଷ୍ଟି କରୁଥିବା ଜଣାପଡିଛି ।

କହିବାକି, ଏବର୍ଷ ପ୍ରଥମରୁ ଚାଷୀ ମୁଣ୍ଡରେ ମରୁଡ଼ିର ଚଡକ, ଧାନ ବୁଣା ହୋଇଥିଲେ ମଧ୍ୟ ଏଅଞ୍ଚଳରେ ବର୍ଷା ଅଭାବରୁ ଅନେକ ଜମି ବେଉଷଣ ନହୋଇ ପାରି ପଡିଆ ପଡିଛି, ଯାହା କିଛି ମଟର ଯୋଗେ ହେଉ ଅବା କେନାଲ ପାଣି ମଧ୍ୟମରେ ହେଉ କିମ୍ବା ସମୟ ସମୟରେ ହେଉଥିବା ବର୍ଷା କାରଣରୁ ହେଉ ଅନେକ କିଛି ଜମିରେ ଚାଷ କାର୍ଯ୍ୟ ହୋଇଅଛି । ଏହା ପୁଣି ପ୍ରାୟ ସମୟରେ ହାତୀଙ୍କ ଦ୍ୱାରା ନଷ୍ଟ ହେଉଅଛି । ଯାହା କିଛି ବଞ୍ଚି ରହିଥିଲା ଅଦିନିଆ ବର୍ଷାରେ ଚାଷୀ ବହୁ ହଇରାଣ ହରକତ ହୋଇ ଅମଳ କରି ଘରେ ସାଇତି ରଖିବା ପରେ ଯଦି ହାତୀଙ୍କ ମୁହଁରେ ପଡେ ତେବେ ଚାଷୀ  ବଞ୍ଚିବ କେମିତି ?

ତେବେ ଏଥିପ୍ରତି ବନ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀମାନଙ୍କ ତରଫରୁ ଅଭିଯୋଗ ହୋଇଅଛି ।

The post ମୁଣ୍ଡେଇଲୋ ଗାଁରେ ହାତୀପଲ, ବ୍ୟାପକ ଫସଲ ନଷ୍ଟ ସହ ଧାନ ବସ୍ତା ବୋହିନେଲେ ହାତୀ appeared first on Truthink.