ପ୍ରିୟଙ୍କା Archives - Truthink

Video: ଅନିଲ କପୁରଙ୍କ ‘ରମତା ଯୋଗୀ’ରେ ନାଚିଲେ ଦୁଇ ହସିନା, ଦେଖନ୍ତୁ ଭିଡ଼ିଓ..
ମୁମ୍ବାଇ : 1999 ମସିହାରେ ଆସିଥିବା ବଲିଉଡର ‘ଝକ୍କାସ୍ କିଙ୍ଗ’ ଅନିଲ କପୁରଙ୍କ ଫିଲ୍ମ ‘ତାଲ’ର ଗୀତ ‘ରମତା ଯୋଗୀ’ (Ramta Jogi) ଆଜି ବି ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଅଟେ । ଏହି ଗୀତରେ ଅନେକ ସେଲିବ୍ରେଟ୍ ଏବଂ ପ୍ରଶଂସକ ମଧ୍ୟ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଏହା ଉପରେ ଦୁଇ ଜଣ ସୁନ୍ଦର ୟୁଟ୍ୟୁବର୍ ପୁନମ୍ ଏବଂ ପ୍ରିୟଙ୍କା ଏଥିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।  ଯାହାର ଭିଡିଓ ୟୁଟ୍ୟୁବରେ ବହୁତ ଟ୍ରେଣ୍ଡ କରୁଛି ।

ଏହି ଉତ୍କୃଷ୍ଟ ଡ୍ୟାନ୍ସ ଭିଡିଓକୁ ପୁଣମ୍ ଆଣ୍ଡ ପ୍ରିୟଙ୍କା ଡ୍ୟାନ୍ସ ନାମକ ଅଫିସିଆଲ୍ ୟୁଟ୍ୟୁବ୍ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଯାହାକୁ ଏପର୍ଯ୍ୟନ୍ତ 1 କୋଟି 4 ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ତେବେ ଏଥି ସହିତ 1 ଲକ୍ଷ 35 ହଜାରରୁ ଅଧିକ ଲୋକ ଏହା ଉପରେ ଲାଇକ ବଟନ୍ ଦବାଇଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ପୁନମ୍ ଏବଂ ପ୍ରିୟଙ୍କା ନିଜର ୟୁଟ୍ୟୁବ୍ ପୃଷ୍ଠାରେ ବହୁତ ଗୁଡିଏ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଆହୁରି ମଧ୍ୟ 3 ଲକ୍ଷ 52 ହଜାରରୁ ଅଧିକ ଲୋକ ତାଙ୍କ ଆକାଉଣ୍ଟକୁ ଫଲୋ କରୁଛନ୍ତି । ‘ରମତା ଯୋଗୀ’ରେ ପୁନମ୍ ଏବଂ ପ୍ରିୟଙ୍କାଙ୍କ ମୁଵସ ଏବଂ ଲଟକେ ଝଟକେ ବହୁତ ଚମତ୍କାର ଏବଂ ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ପ୍ରଦର୍ଶନକୁ ପସନ୍ଦ କରିଛନ୍ତି ।

The post Video: ଅନିଲ କପୁରଙ୍କ ‘ରମତା ଯୋଗୀ’ରେ ନାଚିଲେ ଦୁଇ ହସିନା, ଦେଖନ୍ତୁ ଭିଡ଼ିଓ.. appeared first on Truthink.

ସଲମାନ ଓ ଶାହରୁଖଙ୍କୁ ପଛରେ ପକାଇଲେ ପ୍ରିୟଙ୍କା, କେମିତି ଆସନ୍ତୁ ଜାଣିବା
ମୁମ୍ବାଇ : ବଲିଉଡ୍ କୁଇନ ପ୍ରିୟଙ୍କା ଚୋପଡା ଲମ୍ବା ବ୍ୟବଧାନର ସମୟ ପରେ ‘ଦ ସ୍କାଏ ଇଜ ପିଙ୍କ’ ଜରିଆରେ ଅଭିନୟ କରି ବଲିଉଡ୍କୁ ଫେରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟ ଯାଦୁରେ ଅନେକ ପ୍ରଶଂସା ସାଉଣ୍ଟିଛନ୍ତି । ବେଳେବେଳେ ପ୍ରିୟଙ୍କା ମଧ୍ୟ ଫିଲ୍ମ ବ୍ୟତୀତ ନିଜ ସ୍ବାମୀ ନିକ୍ ଏବଂ ଶାଶୂ ଘରର ସଦସ୍ୟ ମାନଙ୍କ ପାଇଁବି ଚର୍ଚ୍ଚାରେ ରହିଥାନ୍ତି ।

ଚଳିତ ବର୍ଷ ଇଣ୍ଟରନେଟରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଥିବା ବଲିଉଡ୍ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପଡା । ନିକଟରେ ‘ସେମରୁସ’ ନାମକ କମ୍ପାନୀ ଏକ ଇଂରାଜି ୱେବସାଇଟ୍ ପାଇଁ ଏକ ସର୍ଭେ କରିଥିଲା । ଯେଉଁ ସର୍ଭେ ଅନୁଯାୟୀ ବଲିଉଡର ସର୍ବଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟଙ୍କା ଚୋପଡା ।

ରିପୋର୍ଟ ମୁତାବକ, 2019 ମସିହା ଇଣ୍ଟରନେଟରେ ଆକ୍ଟର ପ୍ରିୟଙ୍କାଙ୍କୁ 27.4 କୋଟି ଥର ସର୍ଚ୍ଚ କରାଯାଇଅଛି । ଏହି ତାଲିକାରେ ଯଥାକ୍ରମେ ପ୍ରିୟଙ୍କାଙ୍କ ବ୍ୟତୀତ ଆକ୍ଟର ଦୀପିକା ପାଦୁକୋନ୍ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ହଟ୍ ଅଭିନେତ୍ରୀ ସନୀ ଲିୟନୀ ଯାହାକୁ ମଧ୍ୟ ଅଧିକ ଥର ଇଣ୍ଟରନେଟରେ ସର୍ଚ୍ଚ କରାଯାଇଛି ।

ଏହି ସର୍ଭେରୁ ଜଣାଯାଇଛି ଯେ, 2019 ମସିହାରେ ସଲମାନ ଖାନଙ୍କୁ 18 ଲକ୍ଷରୁ ଅଧିକ ଥର ସର୍ଚ୍ଚ କରାଯାଇଛି । ସୁପରଷ୍ଟାରଙ୍କ ଲିଷ୍ଟରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତାଙ୍କ ମଧ୍ୟରେ ଶାହରୁଖ ଦ୍ବିତୀୟ ସ୍ଥାନ ଓ ଅମ୍ରେଶ ପୁରୀ ତୃତୀୟ ସ୍ଥାନରେ ଅଛନ୍ତି ।

ତେବେ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଆମେରିକାରେ ତାଙ୍କ ସ୍ୱାମୀ ନିକଙ୍କ ସହ ମିଶି ଲସ ଏମଜଲେସରେ ଏକ ନୂଆ ଘର କିଣିଛନ୍ତି । ଯାହାର ମୂଲ୍ୟ 20 ମିଲିୟନ ଡଲାର ଯାହାକି ଭାରତୀୟ ମୁଦ୍ରା ଅନୁସାରେ ହେଉଛି 144 କୋଟି ଟଙ୍କା ହେବ ।

The post ସଲମାନ ଓ ଶାହରୁଖଙ୍କୁ ପଛରେ ପକାଇଲେ ପ୍ରିୟଙ୍କା, କେମିତି ଆସନ୍ତୁ ଜାଣିବା appeared first on Truthink.