ପ୍ରିୟଦର୍ଶିନୀ ନାୟକ Archives - Truthink

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀ ମେଳାରେ ଅପର ପ୍ରାଇମେରୀ ସ୍କୁଲ ଏବଂ ହାଇସ୍କୁଲରୁ ଛାତ୍ରଛାତ୍ରୀମାନେ 200 ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀଣୀ ପ୍ରିୟଦର୍ଶିନୀ ନାୟକ ଅଧ୍ୟକ୍ଷତା କରିବା ସହ ବିଜ୍ଞାନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧକ୍ଷା ଯଶଶ୍ୱିନି ରାଉତ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ମୁଖ୍ୟବକ୍ତା ଭାବରେ ପରଜଙ୍ଗ କଲେଜର ଗଣିତ ମୁଖ୍ୟ ଅଧ୍ୟାପକ ସଚ୍ଚିଦାନନ୍ଦ ପ୍ରଧାନ ଯୋଗ ଦେଇ ବିଜ୍ଞାନ କାହାକୁ କୁହାଯାଏ ସମ୍ୱନ୍ଧରେ ନିଜର ବକ୍ତବ୍ୟ ରଖିଥିଲାବେଳେ ସମ୍ମାନିତ ଅତିଥି ଭାବରେ ପିଏମ ଶ୍ରୀ ମହେଶ୍ଚନ୍ଦ୍ର ସୁବହୁ ସିଂ ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିକ୍ରମ ସିଂ ଯୋଗଦେଇଥିଲେ ।

ଅନ୍ୟତମ ଅତିଥି ଭାବରେ ଏବିଇଓ ସଂଯୁକ୍ତା ସାମଲ, ସତ୍ୟବ୍ରତ ସାହୁ, ବୈଜଷ୍ଟ ବ୍ୟକ୍ତି ଦୁର୍ଗା ଚରଣ ନାୟକ, ଲୋଧଣୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ କୁମାର ବିଶ୍ଵାଳ, ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ପ୍ରସାଦ ଭୁଜବଳ ପ୍ରମୁଖ ମଞ୍ଚାସିନ ରହିଥିଲେ । ଏଥିରେ ଉପସ୍ଥିତ ଅତିଥିମାନେ କୁନି ବିଜ୍ଞାନୀ ମାନଙ୍କର ପ୍ରୋଜେକ୍ଟ ବୋଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ସି ଆର ସି ସି ଦୁଷ୍ମନ୍ତ କୁମାର ସାହୁ ଅତିଥି ପ୍ରଦାନ କରିବା ସହ ମଞ୍ଚ ସଞ୍ଚାଳନ କରିବା ଦେଖିବାକୁ ମିଳିଥିଲା । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରକଳ୍ପ ବୁଲି ଦେଖିଥିଲେ ।

The post ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ appeared first on Truthink.