ବଳରାମ ନାଏକ Archives - Truthink

ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବସନ୍ତପଡ଼ା ଚମ୍ପିୟାନ
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସନ୍ତପଡ଼ା ଖେଳ ପଡ଼ିଆ ଠାରେ ବୁଢ଼ୀ ଠାକୁରାଣୀ କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଟ ଶୁକ୍ରବାର ଦିନ ଉଦଯାପିତ ହୋଇ ଯାଇଛି । ଏଥିରେ 16 ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ତେବେ ଉଦଯାପନୀ ମ୍ୟାଚଟି ପରଜଙ୍ଗ ବ୍ଲକର ଉଭୟ ବସନ୍ତପଡ଼ା ଓ ବଡ଼ କମର ଟିମ ମଧ୍ୟରେ କଡ଼ା ମୁକାବିଲା ହେଇଥିଲା ।

ଫାଇନାଲ ମ୍ୟାଚ ଟି ତିନି ସିରିଜ ବିଶିଷ୍ଟ ଧାର୍ଯ୍ୟ କରାଯାଇଥିଲା । ଯେଉଁ ଥିରେ ବସନ୍ତପଡ଼ା ପ୍ରଥମ ଦୁଇଟି ମ୍ୟାଚ ଜିତି 2.0 ରେ ବିଜୟୀ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁମୁସି ପଞ୍ଚାୟତର ସରପଞ୍ଚ ବଳରାମ ନାଏକ ଓ ସଂମାନିତ ଅତିଥି ଭାବେ ସମାଜ ସେବୀ ମାନସ ରଞ୍ଜନ ଉପସ୍ଥିତ ରହି ଉଭୟ ବିଜୟୀ ଓ ପରାଜୟୀ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ ।

ଦୟାନିଧି ସାହୁ ଓ ବିଜନ ରାଉତ ଖେଳ ପରିଚାଳନା କରିଥିବା ବେଳେ ପ୍ରମୋଦ ରାଉତ( ରାଜ୍ ) ଧାରା ବିବରଣୀ ପ୍ରଦାନ କରିଥିଲେ। ସିତୁ ରାଉତ ସ୍କୋରିଂ ଭାର ସମ୍ଭାଳି ଥିଲେ ।ଟୁର୍ଣ୍ଣାମେଣ୍ଟରେ ବୁଢ଼ୀ ଠାକୁରାଣୀ କ୍ରିକେଟ କ୍ଲବର ସଭାପତି ସୁବ୍ରତ ବିଶ୍ୱାଳଙ୍କ ସମେତ, ଦୀପକ ସାହୁ, ମାନସ ରଞ୍ଜନ ସାହୁ, ଟୁଲୁ ରାଉତ ଅଜିତ ସାହୁ, ବିକାଶ ସାହୁ, ସିଦ୍ଧାନ୍ତ ସାହୁ, ଜୟଦେବ ସାହୁ ଓ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

The post ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବସନ୍ତପଡ଼ା ଚମ୍ପିୟାନ appeared first on Truthink.