ବସୋଈ ଗ୍ରାମ ପଞ୍ଚାୟତର କର୍ଣ୍ଣାଟପୁର ଗ୍ରାମ Archives - Truthink

ମା ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଦିବସ ପାଳିତ
ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ପଞ୍ଚାୟତର କର୍ଣ୍ଣାଟପୁର ଗ୍ରାମରେ, ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନୂତନ ପ୍ରତିଷ୍ଠା ଦିବସ ବେଷ ଧୁମ ଧାମରେ ପାଳିତ ହୋଇଯାଇଛି l ପ୍ରଥମେ ଦିନରେ ଅଙ୍କୁରା ରୂପଣ ଓ ଗ୍ରାମର ମହିଳା ମାନଙ୍କ ଦ୍ୱାରା ବ୍ରlହ୍ମଣି ନଦୀରୁ 108 କଳସୀ ଧରି ଯାତ୍ରା କରାଯାଇଥିଲା l

ସେଇଭଳି ଦିତୀୟ ଦିନରେ ସୂର୍ଯ୍ୟ ପୂଜା ସାରି ମା’ଙ୍କ 108 କଳସ ଜଳ ସ୍ନାନ କରି ମା’ଙ୍କୁ ଶୟନ କରାଯାଇଥିଲା ଏବଂ ମା’ଙ୍କ ନିଦ୍ରା ଭଙ୍ଗ କରି ମା’ଙ୍କୁ ଚକ୍ଷୁ ନ୍ୟାସ ଅଙ୍ଗ ନ୍ୟାସ ଜୀବନ୍ୟାସ ପ୍ରଦାନ ଓ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା l ପରେ ଷୋଡଶ ଉପଚାର ପୂଜା ରାଜ ରାଜେଶ୍ୱରୀ ବେଶ ଚଣ୍ଡୀ ପାଠ ସହିତ ମଣ୍ଡଳ କୃତ ସମସ୍ତ ଦେବା ଦେବୀ ହୂମ ତୃତୀୟ ଦିନରେ ସୂର୍ଯ୍ୟ ପୂଜା ନଗର ପରିକ୍ରମା ପରେ ଦେବୀଙ୍କର ମନ୍ଦିର ପ୍ରବେଶ ଧ୍ୱଜl ବନ୍ଧନ ଆଳତି ପୁଷ୍ପାଞ୍ଜଳି ଆଳତି ଏବଂ ପୂର୍ଣ୍ଣାହୂତି କରାଯାଇଥିଲା l

ତେବେ ମା ମଙ୍ଗଳାଙ୍କ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜା ଵିଧି ନୀତି କାନ୍ତିରେ ଘଣ୍ଟ ଓ ଶଙ୍ଖ ଧ୍ଵନି ଭଜନ କୀର୍ତ୍ତନ ନୈବେଦ୍ୟରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିବା ଦେଖିବାକୁ ମିଳିଥିଲା l ଆଧ୍ୟାତ୍ମିକ ପରିସର ଭିତରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସନାଙ୍ଗମ ଦେଖିବାକୁ ମିଳିଥିଲା l ଦୀର୍ଘ ଦିନ ଧରି ପ୍ରତି ବର୍ଷ ଚୈତ୍ର ମାସରେ ମା ମଙ୍ଗଳା ପୂଜା ଏବଂ କାର୍ତ୍ତିକ ମାସରେ ନିଶା ମଙ୍ଗଳ ବାର ବା ମଙ୍ଗଳାଙ୍କ ପୂଜା ପାଇଁ ପ୍ରସିଦ୍ଧ ଲାଭ ଏହି ମନ୍ଦିର l

ଏହି ଉତ୍ସବରେ ସମାଜ ସେବୀ ବୁଦ୍ଧି ଯିବି ରାଜନେତା ସହିତ ବିଭିନ୍ନ ବର୍ଗର ଲୋକମାନେ ମଧ୍ୟ ଯୋଗ ଦେଇଥିଲ l ଏହି ଉତ୍ସବରେ ଗ୍ରାମ ବାସୀ ଏବଂ ଅଞ୍ଚଳ ବାସୀ ବେଷ ଖୁସି ଅନୁଭବ କରିବା ସହିତ, ମା’ଙ୍କ କୃପାରୁ ସବୁ ସମ୍ଭବ ହୋଇ ପାରିଛି ବୋଲି କହିଥିଲେ l ମା ମଙ୍ଗଳା ପୂଜା ଶ୍ରଦ୍ଧାଳୁଙ୍କ ସମାଙ୍ଗମକୁ ଦୃଷ୍ଟିରେ ରଖି ଗ୍ରୀଷ୍ମର ପ୍ରଭାବ ଯୋଗୁଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା l

The post ମା ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଦିବସ ପାଳିତ appeared first on Truthink.