ବାଲିଗୁଡା Archives - Truthink

ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡାର ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ। ଶନିବାର 80 ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି। ସ୍ୱର୍ଗତ କହଁର 2000 ମସିହାରେ ବିଜେପିର ପ୍ରଥମ ବିଧାୟକ ହୋଇଥିଲେ। ତାଙ୍କ ମୃତ୍ୟୁରେ ବାଲିଗୁଡ଼ା ବିଧାନସଭା ମଣ୍ଡଳୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

ସ୍ୱର୍ଗତ କହଁର ତାଙ୍କ ସମୟରେ ସେ ଅଞ୍ଚଳବାସୀଙ୍କ ପାଇଁ ବହୁ ଉନ୍ନୟନମୂଳକ କାର୍ଯ୍ୟକରିଛନ୍ତି l ସେ ଖୁବ ଶାନ୍ତ ସ୍ୱଭାବର ଥିବାରୁ ଅଞ୍ଚରେ ତାଙ୍କର ଲୋକପ୍ରିୟତା ରହିଥିଲା ।

The post ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ appeared first on Truthink.