ବିଜୟ ଦେବରାକୋଣ୍ଡା Archives - Truthink

‘ଅର୍ଜୁନ ରେଡ଼ି’ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା କରୋନା ଯୁଦ୍ଧ ପାଇଁ ବଢ଼ାଇଲେ ନିଜର ହାତ, ଡୋନେଟ କଲେ ଏକ ବଡ଼ ରକମ…
କରୋନା ଭାଇରସ ଲଗାତାର ପୁରା ଦେଶରେ ନିଜର ଗୋଡ଼କୁ ପ୍ରସାରିତ କରୁଅଛି, ସେଇଠି ସେଲିବ୍ରେଟିମାନେ ଏହି ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି । ତେବେ ‘ଅର୍ଜୁନ ରେଡ଼ି’ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ମଧ୍ୟ ଜରୋରତମନ୍ଦଙ୍କ ପାଇଁ ନିଜର ହାତ ଆଗକୁ ବଢ଼ାଇଛନ୍ତି । ଆକ୍ଟର ନିଜର ଟୁଇଟର ହ୍ୟାଣ୍ଡେଲ ଜରିଆରେ ଜରୋରତମନ୍ଦଙ୍କ ସାହାର୍ଯ୍ୟ ପାଇଁ ଦୁଇଟି ମହତ୍ବପୂର୍ଣ ଘୋଷଣା କରିଅଛନ୍ତି । ବତାଇ ଦେବାକି, ଆକ୍ଟର ନିଜର ଫାଉଣ୍ଡେସନ ଜରିଆରେ ଲୋକଙ୍କ ସାହାର୍ଯ୍ୟ ପାଇଁ 1.30 କରୋଡ଼ ଟଙ୍କା ଡୋନେଟ କରିଛନ୍ତି ।

2 Big Important Announcements! https://t.co/5n1pnJRCae

Full details at https://t.co/AzYE7kSgsJ#TDF #MCF pic.twitter.com/MVzFbdlXzP
— Vijay Deverakonda (@TheDeverakonda) April 26, 2020

ଆକ୍ଟର ବିଜୟ ଦେବରାକୋଣ୍ଡା ଟ୍ୱିଟ କରି ଲେଖିଛନ୍ତି,’ ଏଥି ପାଇଁ ଆମ ମଧ୍ୟରୁ କେହି ପ୍ରସ୍ତୁତ ନୁହନ୍ତି, ଆମେ ଏଥିରୁ ବଂଚିବା ଏବଂ ବାହାରିବା, ଏହା ମୋତେ ବହୁତ ଆଶ୍ଚର୍ଯ୍ୟ କରୁଛି, କିନ୍ତୁ ବର୍ତମାନ ମୁଁ ମୋର ଚମତ୍କାର ଦଳ ସାଥିରେ ଅଛି ଯାହାକି କେବେ ବି ଯୁଦ୍ଧ କରିବା ପାଇଁ ମନା କରେ ନାହିଁ । ମୁଁ 1.3 କରୋଡ଼ ଟଙ୍କା ଡୋନେଟ କରି ଖୁସି ଅନୁଭବ କରୁଛି, ଯାହା ଦ୍ୱାରା ଆମେ ଅନେକ ଲୋକଙ୍କୁ ସାହାର୍ଯ୍ୟ କରି ପାରିବା ।’

ବିଜୟ ଦେବରାକୋଣ୍ଡା ଆଗକୁ ଲେଖିଲେ, ‘ଆମକୁ କେଵଳ ପ୍ରେମ, ଦାୟାଳୁତା ଏବଂ ସପୋର୍ଟର ଆବଶ୍ୟକତା ଅଛି । ମୁଁ ନିଜର ପ୍ରେମ ଓ ତାକତ ଆପଣ ମାନଙ୍କୁ ପଠାଉଅଛି ।’ ବିଜୟ ଦେବରାକୋଣ୍ଡାଙ୍କର ଏହି ଟୁଇଟ ଖୁବ ଭାଇରଲ ହେଉଅଛି ଏବଂ ଲୋକମାନେ ଏହା ଉପରେ ମଧ୍ୟ ଖୁବ କମେଣ୍ଟ କରୁଅଛନ୍ତି । ବିଜୟ ଦେବରାକୋଣ୍ଡାଙ୍କ ପୂର୍ବରୁ ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତ,ବିଜୟ ସେତୁପତି, ସୂର୍ଯ୍ୟା ଏବଂ ଆହୁରି କିଛି କଳାକାର ଲୋକଙ୍କ ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି ।

The post ‘ଅର୍ଜୁନ ରେଡ଼ି’ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା କରୋନା ଯୁଦ୍ଧ ପାଇଁ ବଢ଼ାଇଲେ ନିଜର ହାତ, ଡୋନେଟ କଲେ ଏକ ବଡ଼ ରକମ… appeared first on Truthink.