ବିଶ୍ୱକପ୍ Archives - Truthink

Women’s World Cup 2022: ଅଷ୍ଟ୍ରେଲିଆର ମହିଳା ଦଳ ହେଲା ବିଶ୍ୱ ଚାମ୍ପିୟନ, ଫାଇନାଲରେ ଇଂଲଣ୍ଡକୁ 71 ରନରେ କଲା ପରାସ୍ତ
ଖ୍ରୀଷ୍ଟଚର୍ଚ୍ଚ: ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍ ଦଳ ବିଶ୍ୱକପ୍ ଟ୍ରଫି ଜିତିଛି । ଅନ୍ତିମ ମ୍ୟାଚରେ ଏହି ଦଳ ଏକପାଖିଆ ଢଙ୍ଗରେ ଇଂରାଜୀ ଦଳକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଏହି ମ୍ୟାଚକୁ 71 ରନରେ ଜିତିଅଛି । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଏଲିସା ହିଲି ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ହୋଇଥିଲେ । ସେ 138 ବଲରୁ 170 ରନର ଏକ ଐତିହାସିକ ଇନିଂସ ଖେଳିଥିଲେ । ଆସନ୍ତୁ ଆପଣଙ୍କୁ କହିବା ଯେ ଏଲିସା ଅଷ୍ଟ୍ରେଲୀୟ ପୁରୁଷ କ୍ରିକେଟ୍ ଦଳର ଖେଳାଳି ମିଚେଲ ଷ୍ଟାର୍କଙ୍କ ପତ୍ନୀ ଅଟନ୍ତି ।

Alyssa Healy gives another master class in a World Cup final. 170 runs from 138 balls as Australia fly high @cricketworldcup #CWC22 #Final #TeamAustralia pic.twitter.com/ZcXNrvLMDY
— Anjum Chopra (@chopraanjum) April 3, 2022

ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଇଂଲଣ୍ଡ ଅଧିନାୟକଙ୍କ ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା ଏବଂ ଅଷ୍ଟ୍ରେଲିଆ 356 ରନର ଏକ ବିଶାଳ ସ୍କୋର ସଂଗ୍ରହ କରିଥିଲା ​​। 357 ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ମାତ୍ର 38 ରନରେ ପ୍ରଥମ ଦୁଇଟି ୱିକେଟ୍ ହରାଇଥିଲା । ତୃତୀୟ ୱିକେଟ୍ ପାଇଁ ଅଧିନାୟିକା ହିଥର ନାଇଟ୍ (26)ଙ୍କ ସହ ନଟ୍ ଶିଭର (148) 48 ରନ୍ ଯୋଡିଥିଲେ ।

ଏହା ପରେ କ୍ୟାପଟେନ ନାଇଟ୍ ଆଉଟ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ନଟ୍ ଶିଭର୍ ବ୍ୟାଟିଂ କରୁଥିଲେ ବି ଇଂଲଣ୍ଡର ଅନ୍ୟ ଖେଳାଳିମାନେ ଅଷ୍ଟ୍ରେଲିଆର ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ । 43.4 ଓଭରରେ 285 ରନ୍ ସ୍କୋର କରିବା ପରେ ଇଂଲଣ୍ଡ ଅଲଆଉଟ୍ ହୋଇଯାଇଥିଲା । ଯାହାଫଳରେ ଇଂଲଣ୍ଡ ଏହି ମ୍ୟାଚକୁ 71 ରନରେ ହାରିଯାଇଛି ।

The post Women’s World Cup 2022: ଅଷ୍ଟ୍ରେଲିଆର ମହିଳା ଦଳ ହେଲା ବିଶ୍ୱ ଚାମ୍ପିୟନ, ଫାଇନାଲରେ ଇଂଲଣ୍ଡକୁ 71 ରନରେ କଲା ପରାସ୍ତ appeared first on Truthink.