ବିସିସିଆଇ Archives - Truthink

ଚେତନ ଶର୍ମା ହେଲେ ନୂଆ ମୁଖ୍ୟ ଚୟନ କର୍ତ୍ତା, ଅବେ କୁରୁବିଲା ଏବଂ ଦେବାଶିଷ ମହାନ୍ତି ମଧ୍ୟ ଚୟନ ସମିତିରେ ସାମିଲ
ନୂଆଦିଲ୍ଲୀ: ବିସିସିଆଇ ଗୁରୁବାର ଭର୍ଚୁଆଲ୍ ସମ୍ମିଳନୀରେ ଅଲ ଇଣ୍ଡିଆ ସିନିୟର ଚୟନ କମିଟି ନିଯୁକ୍ତି ଘୋଷଣା କରିଅଛି । ଚେତନ ଶର୍ମାଙ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ର ଚୟନ କମିଟିର ନୂତନ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି । ଚେତନ ଶର୍ମା ବର୍ତ୍ତମାନର ଅଧ୍ୟକ୍ଷ ସୁନୀଲ ଯୋଶୀଙ୍କ ସ୍ଥାନ ନେବେ । ମଦନ ଲାଲ, ରୁଦ୍ର ପ୍ରତାପ ସିଂହ ଏବଂ ସୁଲକ୍ଷନା ନାଇକ କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ଅଲ ଇଣ୍ଡିଆ ସିନିୟର ଚୟନ କମିଟି (ପୁରୁଷ)ର ତିନିଜଣ ସଦସ୍ୟଙ୍କୁ ଚୟନ କରିଛନ୍ତି ।

ଚେତନ ଶର୍ମା ୱାଣ୍ଡେ ମ୍ୟାଚରେ ପ୍ରଥମ ଥର ଭାରତ ପାଇଁ ହ୍ୟାଟ୍ରିକ୍ ନେବାରେ ଜଣାଶୁଣା । ବରିଷ୍ଠ ଚୟନ କମିଟିର ତିନିଜଣ ସଦସ୍ୟଙ୍କୁ ବାଛିବା ପାଇଁ କମିଟି ଗୁରୁବାର ଏକ ଅନଲାଇନ୍ ସାକ୍ଷାତକାର ନେଇଥିଲା ।

ବିସିସିଆଇ ଏକ ବିବୃତ୍ତିରେ କହିଛି, “କମିଟି ସିନିୟର ଆଧାରରେ (ମୋଟ ଟେଷ୍ଟ ମ୍ୟାଚ୍ ସଂଖ୍ୟା) ପୁରୁଷ ସିନିୟର କ୍ରିକେଟ୍ ଚୟନ କମିଟିର ଅଧ୍ୟକ୍ଷଙ୍କ ନିମନ୍ତେ ଚେତନ ଶର୍ମାଙ୍କ ନାମ ସୁପାରିଶ କରିଛି । କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ଗୋଟିଏ ବର୍ଷ ଅବଧି ପରେ ପ୍ରାର୍ଥୀ ସମୀକ୍ଷା କରିବେ ଏବଂ ଏହାକୁ ବିସିସିଆଇକୁ ସୁପାରିଶ କରିବେ । “

Based on CAC’s recommendations Mr Chetan Sharma, Mr Abey Kuruvilla and Mr Debashish Mohanty have been appointed to the senior selection committee. Mr Sharma will be head the selection panel.

Details  https://t.co/05nmQMBAVh pic.twitter.com/XIUDDiRGzY
— BCCI (@BCCI) December 24, 2020

The post ଚେତନ ଶର୍ମା ହେଲେ ନୂଆ ମୁଖ୍ୟ ଚୟନ କର୍ତ୍ତା, ଅବେ କୁରୁବିଲା ଏବଂ ଦେବାଶିଷ ମହାନ୍ତି ମଧ୍ୟ ଚୟନ ସମିତିରେ ସାମିଲ appeared first on Truthink.