ବିସ୍ତାପିତ ପ୍ରଜା Archives - Truthink

ପର୍ଜଙ୍ଗ: ଦଦରା ଘାଟି ଜଳ ସେଚନ ପ୍ରକଳ୍ପର ବିସ୍ତାପିତ ପ୍ରଜା ମାନଙ୍କ ଜଳ ସମାଧି ମାଧ୍ୟମରେ ଅଭିନବ ପ୍ରତିବାଦ
ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲ ଅଧିନସ୍ତ ଦଦରା ଘାଟି ଜଳ ସେଚନ ପ୍ରକଳ୍ପର ବିସ୍ତାପିତ ପ୍ରଜା ମାନଙ୍କର ଜଳ ସମାଧି ମାଧ୍ୟମରେ ଏକ ଅଭିନବ ପ୍ରତିବାଦ କରାଯାଇଅଛି । ପ୍ରତିବାଦରେ ଦିଲ୍ଲୀପ ନାଥଙ୍କ ନେତୃତ୍ୱରେ ପ୍ରାୟ ଦୁଇ ଶହ ଲୋକ ଏକତ୍ର ହୋଇ ରଂଗଥଳୀ ଛକ ଠାରୁ ଏକ ଶୋଭା ଯାତ୍ରାରେ ପଦ ଯାତ୍ରା କରି ଦଦରା ଘାଟି ଡ୍ୟାମରେ ଜଳ ସମାଧି ହୋଇ ପ୍ରତିବାଦ କରିଥିଲେ । ଏଥିରେ ବିସ୍ଥାପିତ ପ୍ରଜା ମାନଙ୍କ ଉପରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର, ବିସ୍ତାପିତ ପ୍ରଜାମାନଙ୍କୁ ସ୍ଥାୟୀ ଜମି ଓ ଘରଡ଼ିହ ପଟ୍ଟା ତୁରନ୍ତ ଯୋଗାଇବା ଓ ଭେଜିଆ କଲୋନୀ ନଂ 3/4 ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା କରାଯିବା ନେଇ ପ୍ରତିବାଦ ହୋଇଥିଲା । ଏନେଇ ସ୍ଥାନୀୟ ପ୍ରଶାସନ ତରଫରୁ ରେଭିନ୍ୟୁ ସୁପରଭାଇଜର ପହଞ୍ଚି ପ୍ରଜାଙ୍କ ଦାବି ପତ୍ର ନେଇଥିଲେ । ଏହା ପରେ ବିସ୍ତାପିତ ପ୍ରଜାମାନେ ଜଳ ମଧ୍ୟରୁ ବାହାରକୁ ବାହାରି ଥିଲେ ।

ଏସମ୍ପର୍କରେ ବୁଡି ଅଞ୍ଚଳ ବିସ୍ଥାପିତ ପ୍ରଜାମଞ୍ଚର ଜଣେ ଟାଣୁଆ ସୈନିକ ଦିଲ୍ଲୀପ ନାଥଙ୍କ କହିବା ଅନୁଯାୟୀ, ‘ଦୀର୍ଘ 42 ବର୍ଷ ହେବ ସରକାରଙ୍କ ବିସ୍ଥାପନ ଆଇନ ଅନୁଯାୟୀ ଆମ ମାନଙ୍କୁ ଥଇଥାନ କଲେ, ଆମ୍ଭମାନଙ୍କର କୌଣସି ପ୍ରକାରର ଦାବି ଆମର ଶୁଣୁ ନାହାଁନ୍ତି , ବାରମ୍ବାର ଅଭିଯୋଗ ସତ୍ୱେ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମର ମାନ୍ୟତା ଦିଆଗଲାନି । ଯେଉଁ କ୍ଷତି ଗ୍ରସ୍ତ ପ୍ରଜା ମାନେ ଅଛନ୍ତି ସେମାନଙ୍କର ବାକିଆ ପଟ୍ଟା ଆଜି ପର୍ଯ୍ୟନ୍ତ ଦିଆ ଗଲାନି, ସରକାରୀ ଜମି, ଜଳ, ଜଙ୍ଗଲ, ଗୋଚର, ଜଳାଶୟକୁ ଜବର ଦଖଲ ଉଛେଦ କରାଗଲାନି, ଅଯଥା ଆମର ନୈତିକ ଅଧିକାର ପାଇଁ ଲଢେଇ କରୁଥିବା ବେଳେ ଆମ ନାମରେ ମିଥ୍ୟା ମାମଲା ସରକାର ରୁଜୁ କରି ଆମର ସାମ୍ବିଧାନିକ ଅଧିକାର ଏବଂ ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ଚେଷ୍ଟା କରୁଛନ୍ତି ।’

The post ପର୍ଜଙ୍ଗ: ଦଦରା ଘାଟି ଜଳ ସେଚନ ପ୍ରକଳ୍ପର ବିସ୍ତାପିତ ପ୍ରଜା ମାନଙ୍କ ଜଳ ସମାଧି ମାଧ୍ୟମରେ ଅଭିନବ ପ୍ରତିବାଦ appeared first on Truthink.