ମିତାଲି ରାଜ Archives - Truthink

‘ରନ ମେସିନ’ ମିତାଲି ରାଜଙ୍କ ଆଉ ଏକ ବଡ଼ କାରନାମା, ମହିଳା କ୍ରିକେଟରେ ରଚିଲେ ଇତିହାସ
ନୂଆଦିଲ୍ଲୀ : ଭାରତର ମିତାଲି ରାଜ ଆଉ ଏକ ବଡ଼ କିର୍ତ୍ତିମାନ ହାସଲ କରିଛନ୍ତି । ଫାଷ୍ଟ କ୍ଲାସ କ୍ରିକେଟ୍, ଲିଷ୍ଟ ଏ ଏବଂ ଟି -20 କ୍ରିକେଟ୍ ରେ, ସେ ସମସ୍ତ ଫର୍ମାଟ୍କୁ ମିଶାଇ ନିଜ କ୍ୟାରିୟରରେ 20 ହଜାର ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷରେ ପ୍ରଥମ ଦିନିକିଆରେ ମିତାଲି ଏହି ସ୍ଥାନ ହାସଲ କରିଥିଲେ । ଏହି ମ୍ୟାଚରେ ମଙ୍ଗଳବାର ଏଠାରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମହିଳା ଏକ ଦିନିକିଆ ଅନ୍ତର୍ଜାତୀୟ (ODI) ମ୍ୟାଚରେ ଭାରତ ଆଠ ଉଇକେଟରେ 225 ରନ ସ୍କୋର କରିଥିଲା । ଭାରତ ତରଫରୁ କ୍ୟାପଟେନ ମିତାଲି ରାଜ ସର୍ବାଧିକ 61 ରନ୍ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ ୟାସ୍ତିକା ଭାଟିଆ 35 ଏବଂ ରିଚା ଘୋଷ 32 ରନ କରିଥିଲେ । ଅଷ୍ଟ୍ରେଲିଆ ତରଫରୁ ଡାର୍ସି ବ୍ରାଉନ୍ 33 ରନ୍ ଦେଇ ଚାରିଟି ୱିକେଟ୍ ନେଇଥିବାବେଳେ ସୋଫି ମଲିନେକ୍ସ ଏବଂ ହନ୍ନାହ ଡାରଲିଙ୍ଗଟନ୍ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

Mithali Raj in the last 5 ODI matches:

61(107)
75*(86)
59(92)
72(108)
79(104)

Most came when India was under pressure and struggling to find the rhythm. One of the best ever in world cricket. pic.twitter.com/5GbHaivw7i
— Johns. (@CricCrazyJohns) September 21, 2021

ମିତାଲି 107 ବଲରୁ 61 ରନ ସ୍କୋର କରିଥିଲେ, ଯାହାକି ଦିନିକିଆ କ୍ୟାରିୟରରେ ତାଙ୍କର 59 ତମ ଅର୍ଦ୍ଧଶତକ । ମିତାଲି କ୍ରମାଗତ 5 ଟି ODI ମ୍ୟାଚ୍ ରେ ଅର୍ଦ୍ଧଶତକ ହାସଲ କରି ଚମତ୍କାର କରିଛନ୍ତି । ମିତାଲି ତାଙ୍କ କ୍ୟାରିୟରର 218 ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।

ଏହା ବ୍ୟତୀତ ଭାରତର ମିତାଲି ରାଜ ମଧ୍ୟ ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ମିତାଲି ବିଶ୍ୱର ପ୍ରଥମ କ୍ରିକେଟର (ପୁରୁଷ ଏବଂ ମହିଳା) ହୋଇପାରିଛନ୍ତି, ଯାହାଙ୍କ ନାମରେ କ୍ରମାଗତ 5 ଟି ଦିନିକିଆ ଇନିଂସରେ 50 କିମ୍ବା ଏହା ଠାରୁ ଅଧିକ ରନ୍ ସ୍କୋର କରିବାର ରେକର୍ଡ ହୋଇଛି ।

The post ‘ରନ ମେସିନ’ ମିତାଲି ରାଜଙ୍କ ଆଉ ଏକ ବଡ଼ କାରନାମା, ମହିଳା କ୍ରିକେଟରେ ରଚିଲେ ଇତିହାସ appeared first on Truthink.