ମିଲିନ୍ଦ ସୋମନ୍ Archives - Truthink

ଆମୀର ଖାନଙ୍କ ସୁପରହିଟ୍ ଫିଲ୍ମକୁ କାହିଁକି ଛାଡିଥିଲେ ଏହି ଅଭିନେତା, ଏହାର କାରଣ ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ
ମୁମ୍ବାଇ : 1992 ମସିହାରେ ଆସିଥିବା ଆମୀର ଖାନଙ୍କ ଫିଲ୍ମ ‘ଜୋ ଜୀତା ୱୋହି ସିକନ୍ଦର’ ବକ୍ସ ଅଫିସରେ ଧମାଲ ମଚେଇବା ସହିତ ଦର୍ଶକଙ୍କୁ ଖୁସି କରିଥିଲା । ଆମୀର ଖାନଙ୍କ ସହ ଦୀପକ ତିଜୋରୀ ମଧ୍ୟ ଏହି ଫିଲ୍ମରେ କାମ କରିଥିବାରୁ ସେ ଅନେକ ପ୍ରଶଂସା ସାଉଁଟିବାରେ ସଫଳ ହୋଇଥିଲେ । ତେବେ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଏହି ଚଳଚ୍ଚିତ୍ରରେ ଦୀପକ ତିଜୋରୀ ୱାଲା ‘ଶେଖର ମଲହୋତ୍ରା’ ଚରିତ୍ର ତାଙ୍କ ପୂର୍ବରୁ ଅନ୍ୟ କିଛି ଅଭିନେତାଙ୍କ ଦ୍ୱାରା କରାଯାଇଥିଲା ଏବଂ ସେହି ଅଭିନେତା ମଧ୍ୟ 75 ପ୍ରତିଶତ ସୁଟିଂ ଶେଷ କରିଥିଲେ କିନ୍ତୁ ହଠାତ୍ କିଛି ଘଟିଥିଲା ଯେ ଆମୀରଙ୍କ ଫିଲ୍ମରୁ ବାହାରି ଯାଇଥିଲେ । ତେବେ ଆସନ୍ତୁ ଜାଣିବା ସେହି ଅଭିନେତା ବିଷୟରେ, କେଉଁ କଳାକାର ମଝିରେ ଫିଲ୍ମ ଛାଡିଥିଲେ ।

ଫିଲ୍ମ ‘ଜୋ ଜୀତା ୱୋହି ସିକନ୍ଦର’ରେ’ ଶେଖର ମଲହୋତ୍ରା’ର ଭୂମିକାରେ ପ୍ରଥମେ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର ମଡେଲ ମିଲିନ୍ଦ ସୋମନ ଅଭିନୟ କରିଥିଲେ । ମିଲିନ୍ଦ ସୋମନ୍ ତାଙ୍କ ଫିଟନେସ୍ ପାଇଁ ଜଣାଶୁଣା ଏବଂ ସେହି ସମୟରେ ସେ ତାଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେଉଥିଲେ । ବାସ୍ତବରେ, ଫିଲ୍ମର ସୁଟିଂ ସମୟରେ ମିଲିନ୍ଦ ଠିକ୍ ସମୟରେ ଜଳଖିଆ ପାଇନଥିଲେ, କେବଳ ଏହି କାରଣରୁ ମିଲିନ୍ଦ ସୋମନ ଫିଲ୍ମ ଛାଡିଥିଲେ । ମିଲିନ୍ଦ ସୋମନ୍ ତାଙ୍କ ପୁସ୍ତକ ମେଡ୍ ଇନ୍ ଇଣ୍ଡିଆ: ଏ ମେମୋୟରରେ ଏହା ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ମିଲିନ୍ଦ ସୋମନ ତାଙ୍କ ପୁସ୍ତକରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପରେ ଫିଲ୍ମଟି ହିଟ୍ ହୋଇଥିଲା କିନ୍ତୁ ଏହି ଫିଲ୍ମ ଛାଡିଥିବାରୁ ତାଙ୍କର କୌଣସି ଦୁଃଖ ନାହିଁ ।

ଆମେ ଆପଣଙ୍କୁ କହିରଖୁଛୁ ଯେ ଆମୀର ଖାନ ଏବଂ ଦୀପକ ତିଜୋରୀଙ୍କ ବ୍ୟତୀତ କୁଲଭୂଷଣ ଖରବନ୍ଦା , ଆୟେଶା ଝୁଲକା, ମାମିକ ସିଂହ ଏବଂ ପୂଜା ବେଦୀ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

The post ଆମୀର ଖାନଙ୍କ ସୁପରହିଟ୍ ଫିଲ୍ମକୁ କାହିଁକି ଛାଡିଥିଲେ ଏହି ଅଭିନେତା, ଏହାର କାରଣ ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ appeared first on Truthink.