ରଶ୍ମିତା ସାହୁ Archives - Truthink

ଗାଡି ଦୁର୍ଘଟଣାରେ ମହିଳା ଗୁରୁତର
ପରଜଙ୍ଗ : ଶୁକ୍ରବାର ସନ୍ଧ୍ୟା ସମୟରେ ଏକ ଗାଡି ଧକାରେ ଜଣେ ମହିଳା ଗୁରୁତର l ମହିଳା ଜଣଙ୍କ ଝିଅକୁ ଟିଉସନରୁ ଆଣିବା ପାଇଁ ଯିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ l

ସୂଚନା ଅନୁଯାୟୀ, କାମାକ୍ଷାନଗର ଥାନା ଅନ୍ତର୍ଗତ 53 ନଂ ଜାତୀୟ ରାଜପଥର ମୁକ୍ତାପସି ମେଡିକାଲ ଛକ ଡାଇଭର୍ସନ ଠାରେ ବଡ଼ଝରା ଗ୍ରାମର ବେଣୁଧର ସାହୁଙ୍କ ସ୍ତ୍ରୀ ରଶ୍ମିତା ସାହୁ ଟିଉସନରୁ ଝିଅକୁ ଆଣିବା ପାଇଁ ଯିବାବେଳେ ଏକ ବସ ଧକାରେ ଦୁର୍ଘଟଣାର ଶିକାର ହୋଇଥିଲେ l ଯାହା ଦ୍ୱାରା ତାଙ୍କର ମୁଣ୍ଡରେ ଦେହରେ ଆଘାତ ଲାଗିବାରୁ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l ଗୁରୁତର ମହିଳା ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ କାର ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି l ସେଠାରେ ଅବସ୍ଥା ସଂକଟପର୍ଣ୍ଣ ହେବାରୁ ତାଙ୍କୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l

ସୂଚନା ଥାଉକି, ଖବର ଲେଖିବା ପର୍ଯ୍ୟନ୍ତ କେଉଁ ବସ ତାହା ଜଣା ପଡ଼ିନଥିଲା l ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ଏକ ଧଳା ବସ ବୋଲି କୁହାଯାଉଛି l ଗାଡିଟି ଦୁର୍ଘଟଣା ଘଟାଇ ସେଠାରେ ରହିନଥିଲା l ବସଟି ଦ୍ରୁତ ଗତିରେ ଯାଉଥିଲା ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି l

The post ଗାଡି ଦୁର୍ଘଟଣାରେ ମହିଳା ଗୁରୁତର appeared first on Truthink.