ରାଜନଗର ପୋଲିସ Archives - Truthink

ଧରାପଡିଲେ 5 ଜଣ ଡକାୟତ ଗ୍ୟାଙ୍ଗ, ରାଜନଗର ପୋଲିସର ବଡ଼ ସଫଳତା
ପଟ୍ଟାମୁଣ୍ଡାଇ : ରାଜନଗର ପୋଲିସ ହାତରେ ଧରାପଡିଲେ ଏକ ଡକାୟତି ଗ୍ୟାଙ୍ଗ । ଏମାନଙ୍କ ମଧ୍ୟରୁ 5 ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର୍ ଅଛନ୍ତି ।

ସୂଚନା ଅନୁଯାୟୀ, ଗତ କିଛିଦିନ ହେବ ଏହି ଗ୍ୟାଙ୍ଗ ଚୋରି ଡକାୟତି କରି ପୋଲିସର ନିଦ ହଜାଇଦେଇଥିଲେ । ପୋଲିସ ମୋବାଇଲ ଟ୍ରାକିଂଙ୍ଗ କରି ଏହି ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ମାନେ 6 ଟି ଡକାୟତି ମାମଲାରେ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି ।

ତେବେ ଏମାନଙ୍କ ନିକଟରୁ 4ଟି ଏଲଇଡି ଟିଭି, ଦୁଇଟି ଇନଭୋଟର ସହିତ ବ୍ୟାଟେରୀ, ଗ୍ୟାସ ଷ୍ଟୋଭ, 7ଟି ଗ୍ୟାସ ଟାଙ୍କି, ଦୁଇଟି ପାଣି ମୋଟର ସହିତ ଦୁଇଟି ଡାଲା ଅଟୋ, ଗୋଟିଏ ମୋଟର ସାଇକେଲ ଏବଂ 20 ହଜାର ଟଙ୍କା ଜବତ କରିଛି ରାଜନଗର ପୋଲିସ । ଏହି ଗ୍ୟାଙ୍ଗ ଘରୁ ଓ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରରୁ ଚୋରି କରି ରାଜନଗର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ । ରାଜନଗର ପୋଲିସ ବହୁ କଷ୍ଟରେ ଏହି ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ।

The post ଧରାପଡିଲେ 5 ଜଣ ଡକାୟତ ଗ୍ୟାଙ୍ଗ, ରାଜନଗର ପୋଲିସର ବଡ଼ ସଫଳତା appeared first on Truthink.