ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକୀ ପତ୍ର Archives - Truthink

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ବିଜେପି ଯୁବ ମୁର୍ଚା ପକ୍ଷରୁ ପରଜଙ୍ଗରେ ବିକ୍ଷୋଭ
ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୁର୍ଚ୍ଚା ପକ୍ଷରୁ ଆଜି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା l ଏହା ସହ ମୁର୍ଚ୍ଚା ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକୀ ପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା l ତେବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ରାଜ୍ୟ ଯୁବ ମୁର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଛାୟତ, ଜିଲ୍ଲା ଯୁବ ସଭାପତି ଏମ.ଜେ ମହିମା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ଦଳବେହେରା, ବ୍ଲକ ଉପାଧକ୍ଷା ଯଶେଶ୍ୱନୀ ରାଉତ, ମଣ୍ଡଳ ସଭାପତି ରମେଶ ସାହୁ, ମଣ୍ଡଳ ସଭାପତି ଦୟାନିଧି ସାହୁ, ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁଙ୍କ ସହ ଶତାଧିକ ଯୁବ ମୁର୍ଚ୍ଚା ସଦସ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା l

ସୂଚନା ମୁତାବକ, ପରଜଙ୍ଗ ବିଜେପି ଯୁବ ମୁର୍ଚ୍ଚା ପରଜଙ୍ଗ ଶିବ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ରାଜ୍ୟ ସରକାରଙ୍କ ଇସ୍ତଫା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବିରୋଧରେ ନାରା ବାଜି କରି ବଜାର ପରିକ୍ରମା କରିବା ପରେ ଥାନା ସମ୍ମୁଖରେ ପହଞ୍ଚି ଥିଲା l ଏହାପରେ ଯୁବ ମୁର୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଶପୁତ୍ତଳିକା ଦାହ କରାଯିବା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା l ତେବେ ଆଗାମୀ ଦିନରେ ଏ ନେଇ ଆଇନ ଶୃଙ୍ଖଳାରେ ସୁଧାର ନ ଆସିଲେ ପ୍ରତେକ ଥାନା ଘେରାଉ କରାଯିବ ବୋଲି ରାଜ୍ୟ ଯୁବ ମୁର୍ଚ୍ଚା ସାଧାରଣ ସମ୍ପାଦକ ପ୍ରଶାସନକୁ କଡା ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି l

The post ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ବିଜେପି ଯୁବ ମୁର୍ଚା ପକ୍ଷରୁ ପରଜଙ୍ଗରେ ବିକ୍ଷୋଭ appeared first on Truthink.