ରାଜ କୁନ୍ଦ୍ରା Archives - Truthink

ଯେବେ କପିଲ ଶର୍ମା ରାଜ କୁନ୍ଦ୍ରାଙ୍କୁ ପଚାରିଲେ ତାଙ୍କ ଇନକମର ସୋର୍ସ, ପତ୍ନୀ ଶିଳ୍ପା ସେଟ୍ଟୀ ଦେଇଥିଲେ ଏମିତି ଜବାବ, ଗିରଫ ପରେ ଭିଡ଼ିଓ ଭାଇରଲ
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସୋମବାର ରାତିରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଟିମ ଗିରଫ କରିଛି । ମୁମ୍ବାଇ ପୋଲିସ କହିବା ଅନୁଯାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଫିଲ୍ମ ନିର୍ମାଣ ଏବଂ ତାଙ୍କୁ ପବ୍ଲିସ କରିବା ଅପରାଧରେ ଗିରଫ କରାଯାଇଛି । ତାଙ୍କ ସହ ଅନ୍ୟ 11 ଜଣଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି ।

ଯେମିତି ରାଜ କୁନ୍ଦ୍ରାଙ୍କ ଗିରଫ ଖବର ଆସିଛି, ସେମିତି ହିଁ ରାଜ କୁନ୍ଦ୍ରା ଟ୍ୱିଟରରେ ଟ୍ରେଣ୍ଡ ହେବାକୁ ଲାଗିଲେ । ଏଥି ସହିତ ଅନେକ ନେଟେଜନ୍ସ କପିଲ ଶର୍ମା ସୋ’କୁ ଅତିଥି ଭାବରେ ଆସିଥିବା ରାଜ କୁନ୍ଦ୍ରାଙ୍କ ଏକ ପୁରୁଣା ଭିଡିଓ ସେୟାର କରିବା ଆରମ୍ଭ କରିଛନ୍ତି ।

ଭିଡିଓରେ ହୋଷ୍ଟ କପିଲ ଶର୍ମା ରାଜ କୁନ୍ଦ୍ରାଙ୍କୁ ତାଙ୍କ ଆୟର ଉତ୍ସ ପଚାରୁଥିବାର ନଜର ଆସିଛନ୍ତି । ଶୋ’ରେ ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ଭଉଣୀ ଶମିତା ଶେଟ୍ଟୀ ମଧ୍ୟ ଆସିଥିଲେ ।
ଏଠାରେ ଦେଖନ୍ତୁ ଭାଇରଲ ଭିଡ଼ିଓ…

शिल्पा शेट्टी के पति राज कुंद्रा को क्राइम ब्रांच ने
अश्लील फिल्में बनाने के आरोप मे किया गिरफ्तार.
Finally everyone got the right answer of the question asked by kapil sharma on #TheKapilSharmaShow many years ago.#RajKundra #shilpashettykundra #RajKundraArrest pic.twitter.com/TcMFujKiyu
— Dessie Aussie  (@DessieAussie) July 19, 2021

ଭିଡିଓରେ କପିଲ ଶର୍ମା ରାଜ କୁନ୍ଦ୍ରାଙ୍କୁ କହିଛନ୍ତି, “ତୁମକୁ ପ୍ରାୟତଃ ପାର୍ଟି କରୁଥିବାର, ଫିଲ୍ମ ତାରକାଙ୍କ ସହ ଫୁଟବଲ ମ୍ୟାଚ୍ ଖେଳିବା, ପତ୍ନୀ ଶିଳ୍ପାଙ୍କୁ ସପିଂ ପାଇଁ ନେବା ଏବଂ ମନୋରଞ୍ଜନ କରିବା ଭଳି ଦେଖାଯାଏ । ଏସବୁ ମଧ୍ୟରେ ତୁମେ କାମ କିପରି କରନ୍ତି ଏବଂ କେମିତି ସମୟ ପାଆନ୍ତି ? ଏବଂ ଆପଣଙ୍କର ଆୟର ଉତ୍ସ କ’ଣ? “

So we got the answer today for question asked by @KapilSharmaK9
long back in his show.#RajKundra pic.twitter.com/lap88RMPWM
— Pranay Ajmera (@pranaysajmera) July 19, 2021

କପିଲ ଶର୍ମାଙ୍କ ଏହି ପ୍ରଶ୍ନ ଉପରେ ରାଜ କୁନ୍ଦ୍ରା, ଶିଳ୍ପା ଏବଂ ଶମିତା ଶେଟ୍ଟୀ ଜୋରରେ ହସିବାକୁ ଲାଗିଲେ । ଯଦିଓ ଶିଳ୍ପା କୁହନ୍ତି, ସେ ଜଣେ ବହୁତ ପରିଶ୍ରମୀ ବ୍ୟକ୍ତି ଅଟନ୍ତି ।

The post ଯେବେ କପିଲ ଶର୍ମା ରାଜ କୁନ୍ଦ୍ରାଙ୍କୁ ପଚାରିଲେ ତାଙ୍କ ଇନକମର ସୋର୍ସ, ପତ୍ନୀ ଶିଳ୍ପା ସେଟ୍ଟୀ ଦେଇଥିଲେ ଏମିତି ଜବାବ, ଗିରଫ ପରେ ଭିଡ଼ିଓ ଭାଇରଲ appeared first on Truthink.