ରୋଡ଼ ପଞ୍ଚାୟତ ଅନ୍ତର୍ଗତ ନୂଆଁ ରୋଡ଼ Archives - Truthink

ମହୁ ଚାଷ କରି ସ୍ୱାବଲମ୍ବୀ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ
ରିପୋର୍ଟ- ରାକେଶ ଚନ୍ଦ୍ର ପରିଡ଼ା

ପରଜଙ୍ଗ: କଠିନ ପରିଶ୍ରମ ଏବଂ ଇଛା ଶକ୍ତି ବଳରେ ସବୁ ଅସମ୍ଭବ କାମ ସମ୍ଭବ ହୋଇପାରେ l ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ମା’ ସୁଭଦ୍ରା ସୁୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ l ସେମାନେ ହୋଇ ପାରିଛନ୍ତି ସ୍ୱାବଲମ୍ବୀ ଓ ସଫଳ ଚାଷୀ l

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ଅନ୍ତର୍ଗତ ନୂଆଁ ରୋଡ଼ ର ମା’ ସୁଭଦ୍ରା ସୁୟଂ ସହାୟକ ଗୋଷ୍ଠୀ ମହୁ ଚାଷ କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି l ଆଜକୁ ପ୍ରାୟ 5 ବର୍ଷ ତଳେ ଏହି ଗୃପଟି ଦଶ ଜଣ ସଦସ୍ୟଙ୍କୁ ନେଇ ଗଠନ କରିଥିଲେ l ଏହି ବ୍ଲକରେ ପ୍ରଥମ କରି ମହୁ ଚାଷ ହୋଇ ଥିବାବେଳେ ବ୍ଲକର ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସେ ଉଦାହରଣ ପାଲଟିଛନ୍ତି l

ମା’ ସୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମେ ଓ ଏଲ. ଏମ ତରଫରୁ 1 ଲକ୍ଷ ଟଙ୍କା ସହାୟତା ପାଇବା ପରେ ମନ ବଳାଇଥିଲେ ମହୁ ଚାଷ କରିବା ପାଇଁ l ଗୃପରେ ଦୁଇଜଣିଆ ସଦସ୍ୟ ଏଥି ନିମନ୍ତେ ପ୍ରଥମେ ତାଲିମ ନେଇଥିଲେ l ପ୍ରଥମେ 15 ଟି ବାକ୍ସ ରେ ଆରମ୍ଭ କରିଥିଲେ ମହୁ ଚାଷ l ପ୍ରତି ଚାରି ମାସରେ ଥରେ ବାକ୍ସରୁ ମହୁ ସଂଗ୍ରହ କରାଯାଏ l ପ୍ରଥମେ ଚାରି ମାସ 15 ହଜାର ଟଙ୍କା ଲାଭ ହୋଇଥିବା ନେଇ ସଂଘର (ସଭାପତି) ଅନୁପମା ରାଉତ କୁହନ୍ତି l

ଗୋଟିଏ ବାକ୍ସରୁ ବର୍ଷା ଋତୁ ଅପେକ୍ଷା ଅନ୍ୟ ଋତୁରେ 2 ରୁ ଅଢେଇ ଲିଟର ମହୁ ସଂଗ୍ରହ ହୋଇଥାଏ l ଯଦି ସରକାର ମହୁ ଚାଷ ପାଇଁ ଅଧିକ ସହାୟତା ପ୍ରଦାନ କରନ୍ତେ, ଆମ୍ଭେମାନେ ଆହୁରି ଅଧିକ ସ୍ୱାବଲମ୍ବୀ ହୋଇ ପାରିବୁ ବୋଲି ଗୃପର ସଦସ୍ୟ ମାନେ କହିଥିଲେ l

ଏ ନେଇ ରୋଡ଼ ସରପଞ୍ଚ ଶ୍ରୀ ବିଶ୍ୱଜିତ ନାୟକ ସଂଘ କୁ ଧନ୍ୟବାଦ ଜଣାଇବା ସହ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯାଉ ବୋଲି ଜିଲ୍ଲା ପ୍ରଶାସନଙ୍କୁ ଏବଂ ଏଥି ପ୍ରତି ବିଶେଷ ଭାବରେ ଜିଲ୍ଲାପାଳ ଦୃଷ୍ଟି ଦେଇ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି କରିଛନ୍ତି l

The post ମହୁ ଚାଷ କରି ସ୍ୱାବଲମ୍ବୀ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ appeared first on Truthink.