ରୋଡ କୁନ୍ଦନଦେଇପୁର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ Archives - Truthink

ରୋଡ କୁନ୍ଦନଦେଇପୁର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଡାକ ମେଳା କର୍ମଶାଳା ଅନୁଷ୍ଠିତ
ପରଜଙ୍ଗ : ଶୁକ୍ରବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ କୁନ୍ଦନଦେଇପୁର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଡାକ ମେଳା କର୍ମଶାଳା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଡାକ ବିଭାଗ ଅଧିକ୍ଷକ ଜଗଦୀଶ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡାକ ସମ୍ୱନ୍ଧୀୟ ବିଭିର୍ନ ତଥ୍ୟ ଉପସ୍ଥାପନ କରିଥିଲାବେଳେ ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ୍ ନାୟକ ,କାମାକ୍ଷାନଗର ଇନ୍ସପେକ୍ଟର ପୁରୋଷତ୍ତମ ନାୟକ, ଗ୍ରାମ ସଭାପତି ସଞ୍ଜୟ କୁମାର ସାହୁ, ପ୍ରାକ୍ତନ ଶିକ୍ଷକ ଧୃବାନନ୍ଦ ଆଚାର୍ଯ୍ୟ, ବିଦ୍ୟାଳୟ ଖେଳ ଶିକ୍ଷୟତ୍ରୀ ସ୍ୱୟଂଦୀପ୍ତି ପ୍ରଧାନ , ଓଭରସିଅର ଜ୍ଞାନ ରଞ୍ଜନ ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଭାରତ ସରକାରଙ୍କ ଡାକ ବିଭାଗ ସମ୍ୱନ୍ଧୀୟ କିଛି କିଛି କଥା କହିଥିଲେ ।

ତେବେ ଡାକ ବିଭାଗରେ ଭାରତ ସରକାରଙ୍କ ସ୍କିମ୍ ପ୍ରଣୟନ କରାଯାଉଥିବା ବେଳେ ବର୍ତ୍ତମାନ ଏହି ଯୋଜନା ମଧ୍ୟରେ ଗ୍ରାମୀଣ ଡାକ ଜୀବନ ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ଡାକ ଜୀବନ ବୀମା, ଡାକ ଘର ସଞ୍ଚୟ ବ୍ୟାଙ୍କ ସୁକନ୍ୟା ଯୋଜନା ସମେତ ଅନେକ ଯୋଜନା ଲୋକଙ୍କ ସୁବିଧା ପାଇଁ ପ୍ରଣୟନ ହେଉଥିବା ବେଳେ ଏହି ସବୁ ଯୋଜନାରେ ହିତାଧିକାରୀ ଅନ୍ତର୍ଭୁକ୍ତ ହେବା ପାଇଁ ଡାକ ବିଭାଗ ଅଧିକ୍ଷକ ଶ୍ରୀ ଦାସ ଦିଗଦର୍ଶନ ଦେଇଥିଲେ ।

ରୋଡ ଶାଖା ଡାକ ଘର ଅଧୀନରେ 5ଟି ରେଭିନ୍ୟୁ ଗ୍ରାମ ରହିଥିବା ବେଳେ ଗ୍ରାମୀଣ ଡାକ ସେବକ ସବୁଜ ବଳୟ ପ୍ରଧାନ ଲୋକଙ୍କ ସଂସ୍ପର୍ଶରେ ଆସି 5 ହଜାର 5ଶହ ଲୋକଙ୍କୁ ସେବା ଯୋଗାଉ ଥିବା ବେଳେ ଉକ୍ତ ଡାକ ଅଧୀନରେ 8ଶହ ଏସବି, 150 ଆରଡି, 2ଶହ ଏସଏସଟି, 50 ଟିଡି, 90 ଆରପିଏଲ ପଲିସ କରାଯାଇଥିବା ବେଳେ 22/23 ବର୍ଷରେ 52ଟି ଏସବି, 30 ଟିଡି, 26 ଏସଏସଟି, 14 ଆରଡି, 9 ଆରପିଏଲ1/ ପିଏଲ1 ଲୋକଙ୍କ ଠାରୁ ପଲିସ୍ କରିଥିବା ଡାକ ସେବକ ଶ୍ରୀ ପ୍ରଧାନ ସର୍ବସମ୍ମୁଖରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଟିକେଶ୍ୱର ଦାସ ମଞ୍ଚ ସଞ୍ଚାଳନ କରିଥିବା ବେଳେ ପରଜଙ୍ଗ ଉପ ଡାକଘର କର୍ମଚାରୀ ଓ ବ୍ଲକର ସମସ୍ତ ଡାକ ସେବକ ଉପସ୍ଥିତ ରହି ସହଯୋଗ କରିଥିଲେ ଉକ୍ତ ମେଳାରେ ପଞ୍ଚାୟତର ଶତାଧିକ ମହିଳା ଯୋଗ ଦେଇଥିଲେ । ପରିଶେଷରେ କେତେକ ହିତାଧିକାରୀଙ୍କୁ ବିଭିନ୍ନ ସ୍କିମରେ ପୁରସ୍କୃତ କରାଯାଇ ସମ୍ବୋଧିତ କରାଯାଇଥିଲା ।

The post ରୋଡ କୁନ୍ଦନଦେଇପୁର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଡାକ ମେଳା କର୍ମଶାଳା ଅନୁଷ୍ଠିତ appeared first on Truthink.