ଲତା ମଙ୍ଗେସକର Archives - Truthink

ଯେବେ ଦୁଇ ତିନି ମାସର ହୋଇଥିଲେ ରିଷି କପୁର ଲତାଙ୍କ କୋଳରେ ଥିଲେ, ଅଭିନେତା ସେୟାର କଲେ ଫଟୋ
ମୁମ୍ବାଇ : ଋଷି କପୁର ଟୁଇଟରରେ ନିଜର ପିଲା ଦିନର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ମହାନ ସିଙ୍ଗର ଲତା ମଙ୍ଗେସକରଙ୍କ କୋଳରେ ନଜର ଆସୁଛନ୍ତି । କ୍ୟାପିସନରେ ସେ ଲେଖିଛନ୍ତି, ‘ନମସ୍କାର ଲତା ଜୀ । ଆପଣଙ୍କର ଆଶୀର୍ବାଦରୁ ଦେଖନ୍ତୁ ମୋତେ ନିଜର ଦୁଇ ତିନି ମାସର ଫଟୋ ମିଳିଯାଇଛି । ସବୁବେଳେ ଆପଣଙ୍କର ଆଶୀର୍ବାଦ ରହିଛି ମୋ ଉପରେ । ବହୁତ ବହୁତ ଧନ୍ୟବାଦ । କଣ ମୁଁ ଦୁନିଆକୁ କହିପାରିବି ଏହି ଫଟୋକୁ ଟୁଇଟରରେ ଦେଇକରି ? ଏହା ଏକ ବହୁତ କୀମତ ଫଟୋ ମୋ ପାଇଁ ।’

नमस्ते लता जी। आपके आशीर्वाद से देखिए मुझे अपनी दो या तीन महीने वाली अपनी पिक्चर मिल गई। सदा आपका आशीर्वाद रहा है मुझ पर। बहुत बहुत धानियवाद। क्या मैं दुनिया को बता सकता हूँ ये तस्वीर ट्विटर पे डाल के?ये एक बेशक़ीमती पिक्चर है मेरे लिए! pic.twitter.com/qbrCZYBBeR
— Rishi Kapoor (@chintskap) January 28, 2020

ଫଟୋ ଦେଖିଲା ପରେ ଲତା ମନେପକାଇଲେ ରାଜ କପୁରଙ୍କୁ
ଫଟୋ ଦେଖିଲା ପରେ ଲତା ମଙ୍ଗେସକରଙ୍କୁ ଋଷିଙ୍କ ପିତା ରାଜ କପୁର ଏବଂ ମା କୃଷ୍ନା ରାଜ କପୁରଙ୍କ କଥା ମନେପଡିଥିଲା । ସେ ଏହାର ଜବାବରେ ଲେଖିଲେ, ନମସ୍କାର ଋଷି ଜୀ । ଫଟୋ ଦେଖିକି ମୋତେ ବହୁତ ବହୁତ ଖୁସି ଲାଗୁଛି । ମୋତେବି ଏହି ଫଟୋ ମିଳୁ ନଥିଲା । ମୋତେ ଏହି ଫଟୋ ଦେଖିକି କୃଷ୍ନା ଭାଉଜ ଏବଂ ରାଜ ସାହେବଙ୍କୁ ମନେପଡୁଛି । ଏହି ଫଟୋରେ ଭାଉଜ ତୁମକୁ ମୋ ହାତରେ ଦେଇଥିଲେ । ଆପଣ ସମସ୍ତଙ୍କ ସାଥିରେ ସେୟାର କଲେ ଏହା ବହୁତ ଭଲ ହେଲା । ତୁମର ଦେହ ସବୁବେଳେ ଭଲ ରହୁ ଏହା ଈଶ୍ୱରଙ୍କ ନିକଟରେ ପ୍ରାଥନା ।’

नमस्कार ऋषिजी.फ़ोटो देखके मुझे बहुत बहुत ख़ुशी हुई. मुझे भी ये फ़ोटो मिल नहीं रही थी। मुझे ये फ़ोटो देखके कृष्णा भाभी और राज साहब की याद आयी.ये फ़ोटो में भाभीने आपको मेरे हाथ में दिया था.आपने सबके साथ साँझा किया ये बहुत अच्छा किया.आपकी सेहत हमेशा अच्छी रहे यही ईश्वर से प्रार्थना.
— Lata Mangeshkar (@mangeshkarlata) January 28, 2020

The post ଯେବେ ଦୁଇ ତିନି ମାସର ହୋଇଥିଲେ ରିଷି କପୁର ଲତାଙ୍କ କୋଳରେ ଥିଲେ, ଅଭିନେତା ସେୟାର କଲେ ଫଟୋ appeared first on Truthink.