ଶ୍ରୀଯୁକ୍ତ ହରିହର ଦେହୁରୀ Archives - Truthink

ମୁକ୍ତାପସି ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ପରଜଙ୍ଗ : ଆଜି ଶନିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ, ଅଞ୍ଚଳ ସରକାରୀ ଉଚ୍ଚ ବିଦ୍ୟାଳୟ ମୁକ୍ତାପସି ପରିସରରେ ବ୍ଲକ ସ୍ତରୀୟ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ଲକର 63 ୟୁପି ସ୍କୁଲ ଏବଂ 30 ଟି ଉଚ୍ଚ ବିଦ୍ୟାଳୟରୁ ମୋଟ 93 ଟି ପ୍ରୋଜେକ୍ଟ ସହ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା l ସେଥି ମଧ୍ୟରୁ 4ଟି ହାଇସ୍କୁଲ ଏବଂ 3ଟି ୟୁପି ସ୍କୁଲ ପ୍ରୋଜେକ୍ଟ ଜିଲ୍ଲା ସ୍ତରକୁ ଯିବାପାଇଁ ସିଲେକ୍ଟ ହୋଇଥିଲେ l

ଏଥିରେ ପରଜଙ୍ଗ ବ୍ଲକ ଶିକ୍ଷା ବିଭାଗର ମୁଖ୍ୟ ତଥା ଉଦଘାଟନି ଉତ୍ସବର ସଭାପତିତ୍ବ ଶ୍ରୀଯୁକ୍ତ ହରିହର ଦେହୁରୀ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ ଯୋଗଦେଇ ବିଜ୍ଞାନର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ l

ସେଇଭଳି ସମ୍ମାନିତ ଅତିଥି ଭାବରେ ମୁକ୍ତାପସି ସରପଞ୍ଚ ଶ୍ରୀମତୀ ସସ୍ମିତା ସାହୁ, ବାବୁଲା ବିଶ୍ୱାଳ (ସମିତି ସଭ୍ୟ) ଯୋଗଦେଇଥିଲେ ବେଳେ (ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ) ଆଠଗଡର ଉଦ୍ଭିଦ ବିଜ୍ଞାନର ମୁଖ୍ୟ ଡା.ଚିତ୍ତରଞ୍ଜନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଜ୍ଞାନ ସମ୍ୱନ୍ଧିୟ ବହୁ ଆଲୋଚନା କରିଥିଲେ l

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆୟୋଜିତ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆରତୀ ମିଶ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଧର ସାହୁ, ପରଜଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ପରିଡା, ପଥରଖମ୍ବ ହାଇସ୍କୁଲର ପ୍ରଧାନ ଶିକ୍ଷକ ନରୋତ୍ତମ ସାହୁ, ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଗଗନ ମିଶ୍ର, ପୂର୍ବତନ ସମିତି ସଭ୍ୟ ସର୍ବେଶ୍ୱର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ବିଭିର୍ନ ସ୍କୁଲରୁ ଆସିଥିବା ଶିକ୍ଷକ ଗଣ, ସ୍କୁଲ ଛାତ୍ରଛାତ୍ରୀ ଏବଂ ପ୍ରଦର୍ଶନକୁ ବୁଲି ଆସିଥିବା ଲୋକମାନେ କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା l

ଏହି କାର୍ଯ୍ୟକ୍ରମକୁ ଧବଳେଶ୍ୱର ସାହୁ, ସୁଜାତା ସାହୁ, ଓଁକାର ନାଥ ନାଏକ ଓ ବବିନା ଧଳ ପ୍ରମୁଖ ପୂର୍ଣ ସହଯୋଗ କରି ସଫଳ ମଣ୍ଡିତ କରିଥିବାବେଳେ ପିତାମ୍ବର ଦାସ ଅତିଥି ପରିଚୟ କରିଥିଲେ l

The post ମୁକ୍ତାପସି ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ appeared first on Truthink.