ସଞ୍ଜୟ ଦତ୍ତ Archives - Truthink

କେଜିଏଫ 1ର ଏକ ବର୍ଷ ପୂର୍ତ୍ତି ଅବସରରେ ରିଲିଜ ହେଲା କେଜିଏଫ ଚାପ୍ଟର 2ର ପୋଷ୍ଟର
କେଜିଏଫ 1କୁ ରିଲିଜ ହେବା ଏକ ବର୍ଷ ପୁରୀ ଯାଇଛି । 21ଡିସେମ୍ବର 2018ରେ ରିଲିଜ ହୋଇଥିବା ସାଉଥ ସୁପର ଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ 1କୁ ଦର୍ଶକ ଢେର ସାରା ପ୍ରଶଂସା କରିଥିଲେ । ଜଲ୍ଦି ଏହାର ଦୁସୁରା ପାର୍ଟ ରିଲିଜ ହେବାକୁ ଯାଉଛି । କେଜିଏଫ ଚାପ୍ଟର 1ର ଏକ ବର୍ଷ ପୂର୍ତ୍ତି ମୌକାରେ କେଜିଏଫ ଚାପ୍ଟର 2ର ନୂଆ ପୋଷ୍ଟର ଜାରି କରାଯାଇଛି । ଫିଲ୍ମର ପ୍ରଡ୍ୟୁସର ଫରହାନ ଅକତର ସୋସିଆଲ ମିଡିଆରେ ଏହି ପୋଷ୍ଟରକୁ ସେୟାର କରିଛନ୍ତି ।

ପୋଷ୍ଟର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ପୋଷ୍ଟରଟି ଲୋକ ମାନଙ୍କୁ ଖୁବ ପସନ୍ଦ ଆସୁଛି, ଲୋକେ କମେଣ୍ଟ କରି ୟଶଙ୍କ ଲୋକକୁ ଖୁବ ତାରିଫ କରୁଛନ୍ତି । କେଜିଏଫ ପ୍ରଥମ ପାର୍ଟ ଆସିବା ପରେ ଏହାର ଆର ପାର୍ଟକୁ ଦର୍ଶକ ମାନେ ଦେଖିବା ପାଇଁ ଚାହିଁ ରହିଥିଲେ । ଫିଲ୍ମର ପ୍ରଥମ ପାର୍ଟ ଖାଲି ଦେଶ ମଧ୍ୟରେ ହିଁ ନୁହେଁ ତାହା ମଧ୍ୟ ବିଦେଶରେ ଭଲ ପଇସା କମାଇ ପାରିଥିଲା । ଏହି ଫିଲ୍ମଟି ତାମିଲ, ତେଲଗୁ, ହିନ୍ଦୀ, ମାଲାୟାଲମ ଭଳି ଭାଷା ମାନଙ୍କରେ ରିଲାଜ ହୋଇଥିଲା । ଏହି ଫିଲ୍ମଟି 200କୋଟିରୁ ଅଧିକ କମାଇ ପାରିଥିଲା ।

ଏବେ କେଜିଏଫ ଚାପ୍ଟର 2 ପୁଣି ଠାରେ କମାଲ ଦେଖେଇବାକୁ ଯାଉଛି । କେଜିଏଫ ପ୍ରଥମ ପାର୍ଟରେ ଆକ୍ଟର ୟଶ,ଶ୍ରୀନିଧି ସେଟି,ଅନନ୍ତ ନାଗ ଏବଂ ମାଳବୀକା ଅବିନାଶ ଏଥିରେ ନଜର ଆସିଥିଲେ । ସେଠି କେଜିଏଫ ଚାପ୍ଟର 2ରେ ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନ ମଧ୍ୟ ନଜର ଆସିବେ ।

The post କେଜିଏଫ 1ର ଏକ ବର୍ଷ ପୂର୍ତ୍ତି ଅବସରରେ ରିଲିଜ ହେଲା କେଜିଏଫ ଚାପ୍ଟର 2ର ପୋଷ୍ଟର appeared first on Truthink.

‘ପାନିପତ’କୁ ନେଇ ବିରୋଧ,cm ଅଶୋକ ଗେହଲୋତ କହିଲେ ମେକର୍ସ ରଖନ୍ତୁ ସମାଜର ଭାବନାତ୍ମକ ଧ୍ୟାନ
ମୁମ୍ବାଇ : ବଲିଉଡ଼ ଆକ୍ଟର ଅର୍ଜୁନ କପୁର,ସଞ୍ଜୟ ଦତ୍ତ ଏବଂ କୃତି ସେନନ ଷ୍ଟାରର ଫିଲ୍ମ ‘ପାନିପତ’କୁ ନେଇ ଘମାସନ ସୁରୁ ହୋଇଯାଇଛି । ଫିଲ୍ମରେ କିଛି ବିଶେଷ ଭୂମିକାର    ଭୁଲ ଛବି ଦେଖେଇବାକୁ ନେଇ ଵିରୋଧ ହେଉଛି ଓ ଏବେ ଏଥିରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମଧ୍ୟ ଜୁଡ଼ି ଯାଇଛନ୍ତି । ଗେହଲୋତ କହିଛନ୍ତି କି ଫିଲ୍ମ ବନାଉଥିବା ଲୋକ ସମାଜର ଭାବନାର ଖିଆଲ ରଖିବା ଉଚିତ ।

ସେ କହିଲେ କି  ‘ପାନିପତ’କୁ ନେଇ ଲୋକମାନଙ୍କର ଵିରୋଧ ଅଛି ଏବଂ ଏହାକୁ ଆଖି ଆଗରେ ରଖି ଆମ୍ଭେ ଡିସଟ୍ରିବୁଟର୍ସ ସାଥିରେ କଥା ହେଉଛୁ । ଗୃହ ସଚିବ ଏବଂ ଅନ୍ୟ ଅଧିକାରୀ ମାନେ ଡିସଟ୍ରିବୁଟର୍ସ ଓ ଫିଲ୍ମ ନିର୍ମାତାଙ୍କ ସହିତ କଥା ହେଉଛନ୍ତି ଏବଂ ଆମ୍ଭେମାନେ ଏହାର ଥିବା ରାସ୍ତାକୁ ବାହାର କରୁଅଛୁ ।

ଗେହଲୋତ କହିଲେ କି,’ଆମର କୋସିସ ଏଇଆ କି ତାହାର ରିସ୍ତେକୁ ହଟାଇ କରି ଫିଲ୍ମ ଦ୍ୱିତୀୟ ବାର ରିଲିଜ ହେଉ । ଆର୍ଟ ଆଣ୍ଡ କଲଚରକୁ ନେଇ କାହାର ବିରୋଧ ନାହିଁ କିନ୍ତୁ ଫିଲ୍ମରେ ଲୋକ ମାନଙ୍କର ଭାବନାର ଖିଆଲ ରଖିବାକୁ ପଡିବ ।’

ଭରତ ପୁରର ପୂର୍ବ ମହାରାଜା ଏବଂ ପର୍ଯ୍ୟଟନ ମନ୍ତ୍ରୀ ବି ବିକ୍ଷିନ୍ଦ୍ରୀ ସିଂହ  ‘ପାନିପତ’ ଫିଲ୍ମରେ ଜାଟ ମହାରାଜ ସୁରଜ ମଲଙ୍କ ଚରିତ୍ରକୁ ନେଇ ନିଜର ବିରୋଧ ଦର୍ଜ କରିଛନ୍ତି । ଏହି ମାମଲାରେ ରାଜସ୍ଥାନର ଜାଟ ସମୁଦାୟ ଆନ୍ଦୋଳନର ଧମକୀ ଦେଇଛନ୍ତି । ରାଜସ୍ଥାନର ବିଜେପି ପ୍ରଦେଶ ଅଧକ୍ଷ୍ୟ ସତୀଶ ପୁନିଆ ଫିଲ୍ମରେ ମହାରାଜ ସୁରଜ ମଲଙ୍କ ଭୂମିକାକୁ    ନେଇ ନିଜର ବିରୋଧ କରିବା ସହ ଏହାକୁ ଠିକ କରିବା ପାଇଁ ମାଙ୍ଗ କରିଛନ୍ତି ।

ଭରତ ପୁରର ପୂର୍ବ ମହାରାଜା ଏବଂ ପର୍ଯ୍ୟଟନ ମନ୍ତ୍ରୀ ବି ବିକ୍ଷିନ୍ଦ୍ରୀ ସିଂହ ପ୍ରେସ ରିଲିଜ ଜାରି କରି କହିଲେ କି ଏଇତିହାସିକ ତଥ୍ୟ ଉପରେ ଛେଡ ଛାଡ଼ କରି ଭରତ ପୁରର ମହାରାଜ ସୁରଜମଲ ଜାଟ ଜେସି ମହାନ ପୁରୁଷଙ୍କର ଚିତ୍ରଣ ‘ପାନିପତ’ ଫିଲ୍ମକୁ ବହୁତ ଗଲତ ତରିକାରେ କରାଯାଇଅଛି ।

ସେ କହିଲେ, ‘ମୁଁ ମହାରାଜ ସୁରଜମଲ ଜାଟଙ୍କ 14ବି  ପିଢ଼ିରୁ ଆସୁଛି । ବାସ୍ତବିକତା ଏହା କି ପେଶୱା ଓ ମରାଠା ଯେବେ ପାନିପଥ ଯୁଦ୍ଧ ହରି କରି ଲେଉଟୁଥିଲେ ତେବେ ମହାରାଜ ସୁରଜମଲଏବଂ ମହାରାଣୀ କିଶୋରୀ ଛ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ ମରାଠା ସେନା ଏବଂ ପେଶୱା ମାନଙ୍କୁ ନିଜର ଏଇଠି ଜାଗା ଦେଇଥିଲେ ।’

The post ‘ପାନିପତ’କୁ ନେଇ ବିରୋଧ,cm ଅଶୋକ ଗେହଲୋତ କହିଲେ ମେକର୍ସ ରଖନ୍ତୁ ସମାଜର ଭାବନାତ୍ମକ ଧ୍ୟାନ appeared first on Truthink.