ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା Archives - Truthink

ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
ପରଜଙ୍ଗ : ଆଜି ବୁଧବାର ମୁକ୍ତାପସି ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ଅନୁକୁଲ୍ୟରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମବାୟର ତିନି ପଞ୍ଚାୟତ ଯଥା- ମୁକ୍ତାପସି, ପଥରଖମ୍ବ ଓ ଜୟପୁରା କାଟେଣୀର ବହୁ ଚାଷୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମବାୟ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପ୍ରଧାନ ଜିରୋ ପରସେଣ୍ଟ ଶୁଦ୍ଧ ସହ ଋଣୀ ଗ୍ରହୀତାମାନେ କିପରି ଋଣ ସମବାୟ ଠାରୁ ନେଇପାରିବେ ଏବଂ ଯେଉଁମାନେ ଋଣ ନେଇଛନ୍ତି, ଆଉ ଠିକ ସମୟରେ ଋଣ ପରିଶୋଧ କରୁଛନ୍ତି, ସେମାନେ କିପରି ଋଣର ଲାଭ ସମବାୟ ଠାରୁ ଉଠାଉଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ ।

ଏଥିରେ ସମ୍ମାନିତ ଅତିଥି ଭାବରେ ସୋସାଇଟିର ପ୍ରେସିଡେଣ୍ଟ କୃପାସିନ୍ଧୁ ସାହୁ ଯୋଗଦେଇ ଆଗରୁ ସରକାରଙ୍କ ନିୟମ ମୁତାବକ ଚାଷୀମାନେ 50 ହଜାର ପର୍ଯ୍ୟନ୍ତ ଋଣ ଉଠାଇ ପାରୁଥିଲେ କିନ୍ତୁ ଏବେ ଚାଷୀମାନେ ଏକ ଲକ୍ଷ ପର୍ଯ୍ୟନ୍ତ ସେବା ସମବୟରୁ ଋଣ ଉଠାଇ ପାରିବେ ବୋଲି କହିଥିଲେ ।

ସେହିପରି ଏଥିରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପଥରଖମ୍ବ ପଞ୍ଚାୟତର ସରପଞ୍ଚ ବଳଭଦ୍ର ସାହୁ, ବରିଷ୍ଠ ସୋସାଇଟି ସମ୍ପାଦକ ଦୁଃଖବନ୍ଧୁ ସାହୁ, ମୁକ୍ତାପସି ଶିବମନ୍ଦିର ସଭାପତି କୀର୍ତ୍ତନ ଦେହୁରୀ ଓ ମୁକ୍ତାପସି ସମବାୟର ପୂର୍ବତନ ପ୍ରେସିଡେଣ୍ଟ ତଥା ମୁକ୍ତାପସିର ପୂର୍ବତନ ସରପଞ୍ଚ ରଞ୍ଜନ କୁମାର ସେଠୀ ମହୋଦୟ ଯୋଗ ଦେଇଥିଲେ । ଏଥିସହ ସମବାୟର ସମସ୍ତ ଡ଼ାଇରେକ୍ଟର ଯୋଗ ଦେଇଥିଲାବେଳେ ଶ୍ରୀ ସେଠୀ ମଞ୍ଚକୁ ପରିଚାଳନା କରିଥିଲେ ।

ତେବେ ମୁକ୍ତାପସି ସୋସାଇଟର ସମ୍ପାଦକ ନିରାକାର ବିଶ୍ୱାଳ ଅତିଥିମାନଙ୍କୁ ପୁଷ୍ପଗୋଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ସହ ସମବାୟର ଅନ୍ୟ ଷ୍ଟାଫମାନଙ୍କ ସହ ମିଶି ଆଜିର ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିବା ଦେଖିବାକୁ ମିଳିଥିଲା ।

The post ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ appeared first on Truthink.