ସାଆନ୍ଦା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର Archives - Truthink

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, 48 ୟୁନିଟ ରକ୍ତ ସଂଗୃହୀତ
ପରଜଙ୍ଗ : ମେ ମାସ 1 ତାରିଖ ଶ୍ରମିକ ଦିବସ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ମାତା ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ, ପରଜଙ୍ଗ ଖଣ୍ଡ ଆନୁକୁଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ତେବେ ସାଆନ୍ଦା ପଞ୍ଚାୟତ ସରପଞ୍ଚ ଜୟନ୍ତୀ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବରକୁ ଉଦଘାଟନ କରିଥିଲେ ।

ପ୍ରତି ବର୍ଷ ପରି ଚଳିତ ବର୍ଷ ଶ୍ରମିକ ଦିବସରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ରକ୍ତଦାତାଙ୍କ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ଟେକ୍ନିସିଆନ ଓ କର୍ମଚାରୀ ଆସି 48 ୟୁନିଟ ରକ୍ତ ସଂଗୃହୀତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସଞ୍ଜୟ କୁମାର ସାହୁଙ୍କ ଅଧ୍ୟକ୍ଷତା ଓ ଭାରତ ମାତା ସେବା ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଶକ୍ତି ପ୍ରସାଦ ନନ୍ଦ, ବାବୁଶାନ୍ ମହାଳିକ ଓ ବ୍ଲକ ସଂଯୋଜକ ତଥା ଗଣମାଧ୍ୟମ ପ୍ରତିନିଧି ସୁବଳ ରାଉତଙ୍କ ନେତୃତ୍ୱରେ ଶିବିର ପରିଚାଳିତ ହୋଇଥଲା ।

ସେହିପରି ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ହେମନ୍ତ କୁମାର ସାହୁ, ଶୋଭାବତୀ ପଣ୍ଡା, ଶିବ ପ୍ରସାଦ ପଣ୍ଡା, କଲ୍ପନା ପାଣି, ପ୍ରଭାତୀ ପଣ୍ଡା, ଜ୍ୟୋର୍ତ୍ରିମୟୀ ପାଣି, କଲ୍ପନା ପଣ୍ଡା, ଜ୍ୟୋତ୍ସ୍ନା ପାଣି, ରୀନା ସାହୁ, ହରପ୍ରିୟା ଧର, ରୀନା ପାଣି, ରଶ୍ମିତା ବିଶ୍ଵାଳ, ପ୍ରତିମା ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

The post ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, 48 ୟୁନିଟ ରକ୍ତ ସଂଗୃହୀତ appeared first on Truthink.