ସାରା ଅଲି ଖାନ୍ Archives - Truthink

‘କୁଲି ନଂ 1’ର ନୂଆ ଗୀତ ‘ମମି କସମ୍’ ହେଲା ରିଲିଜ, ଭିଡ଼ିଓରେ ସାରା ଏବଂ ବରୁଣ ଧାୱନଙ୍କ ଦେଖାଗଲା ରୋମାଣ୍ଟିକ କେମେଷ୍ଟ୍ରି
ମୁମ୍ବାଇ: ‘କୁଲି ନମ୍ବର -1’ର ଏଇ ନିକଟରେ ରିଲିଜ୍ ହୋଇଥିବା ଗୀତ ‘ଭାବି’ ଏବଂ ‘ହୁଶନ୍ ହେ ସୁହାନା’ ଗୀତ ଯେଉଁଠି ଲଗାତାର ଚର୍ଚାରେ ଶୀର୍ଷରେ ଥିବାବେଳେ ସାରା ଅଲି ଖାନ୍ ଏବଂ ବରୁଣ ଧାୱନ ପୁଣି ଥରେ ଏକ ସାନଦାର ଗୀତ ‘ମମି କସମ’ ସହିତ ଫେରିଛନ୍ତି । ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି ତାନିସ୍କ ବାଗଚି ଓ ଏଥିରେ ମେଲୋଡି ସହିତ ଉଦିତ ନାରାୟଣ, ମୋନାଲି ଠାକୁର ଏବଂ ରାପର ଇକ୍କା ସିଂହଙ୍କର ମହାନ ସ୍ୱରର ମିଶ୍ରଣ ହୋଇଅଛି ।

ଶବୀର ଅହମ୍ମଦ ‘ମମି କସମ’ ଗୀତର ଲିରିକ୍ସ ଲେଖିଛନ୍ତି ଏବଂ ସାରା ଅଲି ଖାନ ଏବଂ ବରୁଣ ଧାୱନ ଏଥିରେ ନଜର ଆସିଛନ୍ତି । ଏହି ଚିତ୍ତାକର୍ଷକ ମନୋରଞ୍ଜନ ଟ୍ରାକ୍ ଫିଲ୍ମରେ ସାରା ଅଲି ଖାନ୍ ଏବଂ ବରୁଣ ଧାୱନଙ୍କ ଚରିତ୍ର ମଧ୍ୟରେ ଚାଲିଥିବା ଜବରଦସ୍ତ ରୋମାନ୍ସର ଦେଖିବାକୁ ମିଳୁଅଛି । ‘କୁଲି ନଂ 1’ ମଧ୍ୟ ଏହି ଦୁଇଜଣଙ୍କର ପ୍ରଥମ ଫିଲ୍ମ ଅଟେ ଯେଉଁଥିରେ ଉଭୟଙ୍କୁ ଏକାଠି ଦେଖାଯାଏ ।

ଏଠାରେ ଦେଖନ୍ତୁ ଭିଡ଼ିଓ….

ନିର୍ମାତା ଜ୍ୟାକି ଭଗନାନୀ କୁହନ୍ତି, ”ମମି କସାମ’ ଗୀତ ଫିଲ୍ମର ମୂଳ ଟ୍ରାକ ମଧ୍ୟରୁ ଅନ୍ୟତମ, ଯାହା ସବୁ ବୟସର ସଙ୍ଗୀତ ପ୍ରେମୀଙ୍କୁ ଆକର୍ଷିତ କରିବା ପାଇଁ ପ୍ରସ୍ତୁତ କରାଯାଇଅଛି । ଏହା ସହିତ ସୁନ୍ଦର ଭାବରେ ମେଳ ହୁଏ । ଏହା ଏକ ଭିନ୍ନ ପ୍ରକାରର ମଜାଳିଆ ଗୀତ । ଏହି ଫିଲ୍ମର ମୂଳରେ ଯେଉଁ ରୋମାଣ୍ଟିକ ଏବଂ କମିକ କଥା ଅଛି, ଏଥିରେ ଏହି ଗୀତ ବଢିଆ ଢଙ୍ଗରେ ସାମ୍ନାକୁ ଆଣିଅଛି । ଏହି ଗୀତରେ ତାନିସ୍କ ବାଗଚିଙ୍କ ମ୍ୟୁଜିକ ନାଚିବା ପାଇଁ ମଜବୁର କରୁଅଛି, ଏବଂ ବରୁଣ ଓ ସାରାଙ୍କ କେମେଷ୍ଟ୍ରି ଏକ ଜୀବନଭରା ଢଙ୍ଗରେ ଉତ୍ପନ୍ନ ହେଉଅଛି ।’

The post ‘କୁଲି ନଂ 1’ର ନୂଆ ଗୀତ ‘ମମି କସମ୍’ ହେଲା ରିଲିଜ, ଭିଡ଼ିଓରେ ସାରା ଏବଂ ବରୁଣ ଧାୱନଙ୍କ ଦେଖାଗଲା ରୋମାଣ୍ଟିକ କେମେଷ୍ଟ୍ରି appeared first on Truthink.