ସୁନୀଲ ଦାସ Archives - Truthink

ପରଜଙ୍ଗ କଂଗ୍ରେସ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ ଓ ବୈଠକ ଅନୁଷ୍ଠିତ
ପରଜଙ୍ଗ : ଶନିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଡଝରା ଠାରେ ପରଜଙ୍ଗ କଂଗ୍ରେସ ପକ୍ଷରୁ ଢେଙ୍କାନାଳ ଲୋକସଭା ପର୍ଯ୍ୟବେକ୍ଷକ ତଥା Pcc Sc sel ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କ କର କମଳରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହା ପରେ ପରଜଙ୍ଗ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ଦଳ ପକ୍ଷରୁ ଏକ ୱାନ ଟୁ ୱାନ କାର୍ଯ୍ୟକ୍ରମରେ ଉଚ୍ଚ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ସାଧାରଣ କର୍ମୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ।

ଯେଉଁଥିରେ ପ୍ରାଥୀ ଚୟନ ସମ୍ପର୍କିତ ଆଲୋଚନା ହେବା ସହ ସାଙ୍ଗଠନିକ ଆଲୋଚନା ପର୍ଯ୍ୟବେକ୍ଷକଙ୍କ ଦ୍ୱାରା କରାଯାଇଥିଲା । ଏଥିରେ ବିଶେଷ କରି ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ସ୍ତରରୁ ସଙ୍ଗଠନକୁ କିଭଳି ଭାବରେ ମଜଭୁତ କରି ହେବ ସେ ବିଷୟରେ ଆଲୋଚନା ହୋଇଥିଲା ।

ତେବେ ଏହି ବୈଠକ କାର୍ଯ୍ୟକ୍ରମରେ ଢେଙ୍କାନାଳ କଂଗ୍ରେସ କମିଟି ପ୍ରେସିଡେଣ୍ଟ ସୁନୀଲ ଦାସ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅବଜରବର ନିର୍ମଳ ମିଶ୍ର, ଢେଙ୍କାନାଳ ଜିଲ୍ଲା ମହିଳା ପ୍ରେସିଡେଣ୍ଟ ସ୍ମିତାରାଣୀ ସାମଲ, ଜିଲ୍ଲା ମହିଳା ଭାଇସ ପ୍ରେସିଡେଣ୍ଟ ରୁମିନା ବେଗମ, ରଂଜିତ କୁମାର ସାହୁ, ଜିଲ୍ଲା ଆଦିବାସୀ ସେଲ ଅଧ୍ୟକ୍ଷ ମାଧବ ମାରାଣ୍ଡି, ବରିଷ୍ଠ ନେତା ବିଜୟାନନ୍ଦ ପଣ୍ଡା, ପରଜଙ୍ଗ ବ୍ଲକ ପ୍ରେସିଡେଣ୍ଟ ବିଜୟ ରାଉତ, କଙ୍କଡ଼ାହାଡ଼ ବ୍ଲକ ପ୍ରେସିଡେଣ୍ଟ ଧନେଶ୍ଵର ସାହୁ, ପର୍ବତନ ବ୍ଲକ ପ୍ରେସିଡେଣ୍ଟ ନଗେନ ବିନାୟକ, ଶରତ ନାଏକଙ୍କ ସମେତ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା, ପ୍ରତେକ ପଞ୍ଚାୟତ ସଭାପତି ଏବଂ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

The post ପରଜଙ୍ଗ କଂଗ୍ରେସ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ ଓ ବୈଠକ ଅନୁଷ୍ଠିତ appeared first on Truthink.