ସୋନା ମୋହାପାତ୍ର Archives - Truthink

ସୋନା ମୋହାପାତ୍ରଙ୍କ ଠାରୁ ନେଇ କରି ହଂସଲ ମେହେତାଙ୍କ ପର୍ଯ୍ୟନ୍ତ ବଲିଓଡ଼ ଜଣାଇଲା ଦୁଃଖ,କଲେ ଶାନ୍ତିର ଅପିଲ
Delhi Violence : ଦିଲ୍ଲୀ ହିଂସା ଉପରେ ରାଜନୈତିକ ଦଳଙ୍କ ପରେ ବଲିଓଡ଼ ଏବଂ ଟିଭି କଳାକାର ମଧ୍ୟ ସାମ୍ନାକୁ ଆସିଛନ୍ତି । ସେମାନେ ସୋସିଆଲ ମିଡିଆରେ ବୟାନ ଜାରି କରି ଘଟଣାକୁ ଦୁର୍ଭାଗ୍ୟପୂର୍ଣ ବୋଲି କହିଛନ୍ତି । ଏହା ସାଥିରେ ଶାନ୍ତି ଏବଂ ଧର୍ଯ୍ୟ ରଖିବା ପାଇଁ ଲୋକମାନଙ୍କୁ ଅପିଲ କରିଛନ୍ତି । ଧସ୍ତାଧସ୍ତି,ପଥରବାଜି ଏବଂ ହିଂସାର  ଫଟୋ ସାମ୍ନାକୁ ଆସିବା ପରେ କଳାକାରମାନେ ଉଗ୍ରତାରୁ ବିରତିବାକୁ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀରେ ନାଗରିକତା ସଂଶୋଧନ କାନୁନ ବିରୋଧରେ ଏବଂ ସମର୍ଥକ ମାନଙ୍କ ମଧ୍ୟରେ କେତେ ଜାଗାରେ ପ୍ରଦର୍ଶନ ହିଂଶକ ରୂପ ଅକ୍ତିଆର କରିନେଇଛି  । ପ୍ରଦର୍ଶନକାରୀ ଏବଂ ସମର୍ଥନକାରୀ ଦୁଇ ପକ୍ଷ୍ୟ ସାମ୍ନା ସମ୍ନାସାମ୍ନି ହୋଇଛନ୍ତି । ଜଣେ ଅନ୍ୟ ଜଣଙ୍କ ବିରୋଧରେ ନାରାବାଜି,ପଥରବାଜି ଏବଂ ଅଗ୍ନିରେ କେତେ ଲୋକଙ୍କ ପ୍ରାଣ ଯାଇଅଛି ।  ଧସ୍ତାଧସ୍ତି,ପଥରବାଜି ଏବଂ ହିଂସାର ଫଟୋ ସାମ୍ନାକୁ ଆସିବା ପରେ ସିଙ୍ଗର ସୋନା ମୋହାପାତ୍ର ଘଟଣାକୁ ହୃଦୟ ବିଦାରକ କହିଲେ । ସେ ଲେଖିଲେକି ଏହା ସେହି ଭାରତ ନୁହେଁ ଯେଉଁଠାରେ ଆମେମାନେ ରହିବାକୁ ଚାଁହୁଛୁ ।

Abominable, Loathsome. Repugnant, Vile & Heartbreaking stories I hear & see, #Delhi . #India this isn’t what we ever want to be.
— SONAdevi (@sonamohapatra) February 26, 2020

ଫିଲ୍ମ ମେକର ହଂସଲ ମେହେତା ମଧ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି,’କେହି ବି ପ୍ରଦର୍ଶନକାରୀ ଦଙ୍ଗା ଚାହାନ୍ତି ନାହିଁ । ଆଉ କେହି ଦଙ୍ଗାଇ ପ୍ରଦର୍ଶନ ଚାହାନ୍ତି ନାହିଁ ।

No protester wants riots. No rioter wants protests.
— Hansal Mehta (@mehtahansal) February 24, 2020

ସିଙ୍ଗର ରେଖା ଭରଦ୍ୱାଜ ଟ୍ୱିଟ କରିଲେ, ‘ମୋ ଭିତରେ ଦ୍ୱନ୍ଦ୍ୱ ଏବଂ ଭ୍ରମ ରହିଅଛି । ମୁଁ ବରାବର ଶାନ୍ତି ପାଇଁ ପ୍ରୟାସରତ ଅଟେ । ଏମିତି ସମୟରେ ମୋତେ ଦୈବୀ ହସ୍ତକ୍ଷେପ ଏବଂ ଚମତ୍କାର ଆଶା ଅଟେ ।’

There is a conflict , confusion inside me coz i am continuously praying for peace, for giving wisdom  n peace n kindness in hearts of miscreants, praying for divine intervention and a miracle.. at the same time reading news of only pain violence sufferings is disheartening!
— rekha bhardwaj (@rekha_bhardwaj) February 26, 2020

ଫିଲ୍ମ ମେକର ନିଖିଲ ଆଡ଼ଭାନୀ 2002ର ଦଙ୍ଗାକୁ ମନେ ପକାଇ ଟଁଜ କରିଛନ୍ତି,’ମୋର ବନ୍ଧୁ ବିକାଶଙ୍କ ଖାତିର 2002କୁ ଭୁଲି ଯିବାକୁ ଚାହୁଁଅଛି ।’

So many of my friends were willing to ignore 2002 in favour of development.  So many of my friends were willing to accept anything better than the rudderless dynastic rule. The one time I wish I never would have had to say “I told you so…” #DelhiRiots #DelhiBurning
— Nikkhil Advani (@nikkhiladvani) February 25, 2020

ସେଇଠି ଷ୍ଟେଣ୍ଡ ଅପ କମେଡିୟାନ ବୀର ଦାସ ମଧ୍ୟ ଦିଲ୍ଲୀ ହିଂସା ଉପରେ ଖୁଲିକରି ଟୁଇଟର ଉପରେ ନିଜର ଭାବନା ସେୟାର କରିଛନ୍ତି ।

Dear Indian uncles who have spent years with silent pent up bigotry and racism in them who now casually pass that off as patriotism because it matches the govt narrative,

Hating people isn't the same thing as loving India.

You're not a patriot, you're a goddam creep.
— Vir Das (@thevirdas) February 25, 2020

ଏହା ପୂର୍ବରୁ ବଲିଓଡ଼ କଳାକାର ଏଜାଜ ଖାନ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଥିଲେ । ସେ ଟୁଇଟର ମାଧ୍ୟମରେ ସାୟାରାନା ଅନ୍ଦାଜରେ କହିଥିଲେ କି ଭାରତର ନେତା ମାନଙ୍କର ସନ୍ତାନମାନେ ବିଦେଶରେ ଶିକ୍ଷ୍ୟା ହାସଲ କରୁଛନ୍ତି ।ଅନ୍ୟ ପିଲା ମାନଙ୍କ ହାତରେ ପଥର,ହତିଆର ଧରାଇ ଇନ୍ସନିୟତର ହତ୍ୟା କରାଇ ଲାସ ଉପରେ ରାଜନୀତି କରୁଅଛନ୍ତି ।ଧ୍ୟାନ ରଖିବେ ନେତାଙ୍କ ଠାରୁ ରୋଜଗାର ନୁହେଁ ହତିଆର ମିଳୁଅଛି । ଲୋକେ ଟୁଟି ଯାଆନ୍ତି ଗୋଟିଏ ଘର ବନାଇବାରେ,ତୁମେ ତରସ ଖାଅ ନାହିଁ ବସ୍ତିୟା ଜଳାଇବାରେ ?

भारत के नेताओं के बच्चे विदेशों में शिक्षा हासिल कर रहे है,दूसरों के बच्चों के हाथों में पत्थर,हथियार थमा इंसानियत का क़त्ल करवाकर लाशों पर राजनीति कर रहे है ध्यान रहे नेता जी से रोजगार नही हथियार मिल रहा है

लोग टूट जाते है एक घर बनाने में,
तुम तरस नही खाते बस्तियां जलाने में?
— Ajaz Khan (@AjazkhanActor) February 25, 2020

The post ସୋନା ମୋହାପାତ୍ରଙ୍କ ଠାରୁ ନେଇ କରି ହଂସଲ ମେହେତାଙ୍କ ପର୍ଯ୍ୟନ୍ତ ବଲିଓଡ଼ ଜଣାଇଲା ଦୁଃଖ,କଲେ ଶାନ୍ତିର ଅପିଲ appeared first on Truthink.