ସୋନୁ ସୋଦ Archives - Truthink

ବିହାରରେ ସୋନୁ ସୋଦଙ୍କ ମୂର୍ତ୍ତିର ପ୍ରସ୍ତୁତି, ଆକ୍ଟର କହିଲେ- ଗରିବଙ୍କ ଭଲ କର
ମୁମ୍ବାଇ : ବଲିଓଡ଼ ଆକ୍ଟର ସୋନୁ ସୋଦଙ୍କର (Sonu Sood) ନେସନାଲ ଲକଡାଉନ ଭଳି କଠିନ ସମୟ ଭିତରେ ଏକ ସମ୍ବେଦନଶୀଳ ଏବଂ ମାନବୀୟ ଚେହେରା ସାମ୍ନାକୁ ଆସିଅଛି । କରୋନା ଭାଇରସ ମହାମାରୀ ଚାଲୁଥିବା ପାଇଁ ଏହି ଲକଡାଉନରେ ଦେଶର ଗରିବଙ୍କୁ ସବୁଠାରୁ ଅଧିକ ହଇରାଣର ସାମ୍ନା କରିବାକୁ ପଡୁଅଛି, କିନ୍ତୁ ସୋନୁ ସୋଦ ଲଗାତାର ଏହି ପ୍ରବାସୀ ମଜଦୁର ମାନଙ୍କୁ, କରୋନା ଯୋଦ୍ଧା,ଡ଼ାକ୍ତର ମାନଙ୍କର ସାହାଯ୍ୟ କରୁଛନ୍ତି ଯେଉଁଥି ପାଇଁ ସୋନୁ ସୋଦ ଲୋକ ମାନଙ୍କ ଭିତରେ ଜବରଦସ୍ତ ଲୋକପ୍ରିୟତା ହାସଲ କରିବାରେ କାମିୟାବ ହୋଇଛନ୍ତି । ଏହି ଲୋକପ୍ରିୟତା ପାଇଁ ତାଙ୍କୁ ଜଣେ ଲୋକ ଟୁଇଟରରେ କହିଲେକି ସେ ସୋନୁ ସୋଦଙ୍କ ମୂର୍ତ୍ତି ବନାଇବାକୁ ଚାଁହୁଛନ୍ତି, ଯାହା ଉପରେ ସୋନୁ ସୋଦଙ୍କ କହିବା ଉପରେ ମଧ୍ୟ ଲୋକେ ଖୁଵ ପ୍ରଭାବିତ ଦେଖାଯାଇଛନ୍ତି ।

ନିକଟରେ ଜଣେ ବ୍ୟକ୍ତି ସୋନୁ ସୁଦଙ୍କ ଶୁଭକାମନା ସହ ଖୁସିରେ ଟ୍ୱିଟ କରି କହିଛନ୍ତି ଯେ ବିହାରର ସିୱାନ ଜିଲ୍ଲାରେ ଲୋକମାନେ ତାଙ୍କ ପ୍ରତିମା ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ବାସ୍ତବରେ, ଜଣେ ବ୍ୟକ୍ତି ଟୁଇଟ୍ କରିବା ସମୟରେ ସୋନୁ ସୁଦଙ୍କୁ ଟ୍ୟାଗ୍ କରି ଲେଖିଥିଲେ,’ବିହାରର ସିୱାନ୍ ଜିଲ୍ଲାରେ ଲୋକମାନେ ତୁମର ପ୍ରତିମା ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସଲାମ ସାର ବହୁତ ବହୁତ ପ୍ୟାର ଆପଣଙ୍କୁ ।’ ଉକ୍ତ ବ୍ୟକ୍ତିଙ୍କ ଏହି ଟୁଇଟର ପ୍ରତିକ୍ରିୟାରେ ସୋନୁ ସୁଦ ଲେଖିଛନ୍ତି,’ଭାଇ ସେହି ପଇସାକୁ କୌଣସି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ ।’

भाई उस पैसे से किसी गरीब की मदद करना।  https://t.co/SI9MqVpRRe
— sonu sood (@SonuSood) May 25, 2020

The post ବିହାରରେ ସୋନୁ ସୋଦଙ୍କ ମୂର୍ତ୍ତିର ପ୍ରସ୍ତୁତି, ଆକ୍ଟର କହିଲେ- ଗରିବଙ୍କ ଭଲ କର appeared first on Truthink.